ETV Bharat / state

ସର୍ଦ୍ଦାର ପଟେଲଙ୍କୁ ସଞ୍ଜୟଙ୍କ ଶ୍ରଦ୍ଧାଞ୍ଜଳି: ଚକଖଡିରେ ଗଢିଲେ କ୍ଷୁଦ୍ରତମ ପ୍ରତିମୂର୍ତ୍ତି - balasore youngman tributes sardar patel in chalk

ଚକ ଖଡିରେ ସର୍ଦ୍ଦାର ପଟେଲଙ୍କ କ୍ଷୁଦ୍ରତମ ପ୍ରତିମୂର୍ତ୍ତି ତିଆରି କରି ତାଙ୍କୁ ଶ୍ରଦ୍ଧାଜ୍ଞଳି ଜଣାଇଲେ ବାଲେଶ୍ବର ଯୁବକ । ଅଧିକ ପଢନ୍ତୁ...

ଚକ ଖଡ଼ିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Dec 15, 2020, 7:02 PM IST

ବାଲେଶ୍ବର: ଚକ ଖଡିରେ ଯୁବକଙ୍କ ଚମତ୍କାର କଳାକୃତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ନାମ୍ପୋ ଅଞ୍ଚଳର ଯୁବକ ସଞ୍ଜୟ ରାଉଳ ଚକ ଖଡିରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କ୍ଷୁଦ୍ରତମ ପ୍ରତିମୂର୍ତ୍ତି ତିଆର କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଜି(ମଙ୍ଗଳବାର) ସର୍ଦ୍ଦାର ପଟେଲଙ୍କ ତିରୋଧାନ ଦିବସ ଅବସରରେ ସଞ୍ଜୟ ଏହି କ୍ଷୁଦ୍ରତମ ମୂର୍ତ୍ତି ଗଢି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଚକ ଖଡ଼ିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି

ସଞ୍ଜୟ ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଛାତ୍ର ତଥା ପରବର୍ତ୍ତୀ ସମୟରେ ଶିକ୍ଷକତା କରୁଥିଲେ । ତେବେ ପଟେଲଙ୍କ ଏହି ମୂର୍ତ୍ତି ତିଆରି କରିବା ପାଇଁ ସଞ୍ଜୟଙ୍କୁ ପ୍ରାୟ 1 ଘଣ୍ଟାରୁ ଅଧିକ ସମୟ ଲାଗିଛି । ତେବେ ପୂର୍ବରୁ ମଧ୍ୟ ଯୁବକ ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଚକ ଖଡିରେ ତିଆରି କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.