ETV Bharat / state

ବିଦ୍ୟୁତ ଆଘାତରେ ଚାଲିଗଲା ବାପା ପୁଅଙ୍କ ଜୀବନ

author img

By

Published : Jun 9, 2020, 4:07 PM IST

ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ପାନ ବରଜରେ ପାଣି ମଡ଼ାଇବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ବାପା ପୁଅଙ୍କ ଜୀବନ । ଅଧିକ ପଢନ୍ତୁ...

balasor-father-and-son-death-in-electric-shock
ବିଦ୍ୟୁତ ଆଘାତରେ ଚାଲିଗଲା ବାପା ପୁଅଙ୍କ ଜୀବନ

ବାଲେଶ୍ବର: ବିଦ୍ୟୁତ ଆଘାତରେ ଚାଲିଗଲା ବାପ ପୁଅଙ୍କ ଜୀବନ। ପୁଅକୁ ବିଦ୍ୟୁତ ଆଘାତ ଲାଗିଥିବା ବେଳେ ବାପା ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଆରୁଆଦମ ଗାଁରେ।

ବିଦ୍ୟୁତ ଆଘାତରେ ଚାଲିଗଲା ବାପା ପୁଅଙ୍କ ଜୀବନ

ସୂଚନା ଅନୁଯାୟୀ କାଶୀ ରାଉତ ଓ ତାଙ୍କ ପୁଅ ରାମକୃଷ୍ଣ ପାନ ବରଜକୁ ପାଣି ମଡ଼ାଇବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣରୁ ପୁଅ ରାମକୃଷ୍ଣ ପ୍ରଥମେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ବାପା କାଶୀ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.