ETV Bharat / state

ନିଶାସକ୍ତ ଅବସ୍ଥାରେ ନିଜ ଗଳା କାଟିଲେ ଯୁବକ

author img

By

Published : Mar 4, 2021, 7:22 PM IST

ଜିଲ୍ଲାର ସିଂଲା ଥାନା ଗୋବିନ୍ଦପୁର ସାଉଡ଼ି ଅଞ୍ଚଳର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ନିଜ ଗଳା ନିଜେ କାଟି ଗୁରୁତର ହୋଇଛନ୍ତି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ନିଶାସକ୍ତ ଅବସ୍ଥାରେ ନିଜ ଗଳା କାଟିଲେ ଯୁବକ
ନିଶାସକ୍ତ ଅବସ୍ଥାରେ ନିଜ ଗଳା କାଟିଲେ ଯୁବକ

ବାଲେଶ୍ଵର: ଜିଲ୍ଲାର ସିଂଲା ଥାନା ଗୋବିନ୍ଦପୁର ସାଉଡ଼ି ଅଞ୍ଚଳର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ନିଜ ଗଳା ନିଜେ କାଟି ଗୁରୁତର ହୋଇଛନ୍ତି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନିଶାସକ୍ତ ଅବସ୍ଥାରେ ନିଜ ଗଳା କାଟିଲେ ଯୁବକ

ସୂଚନା ଅନୁସାରେ, ସାଉଡ଼ି ଅଞ୍ଚଳର ଚୈତନ୍ୟ ମାଝୀ ଜଣେ ମତ୍ସ୍ୟଜୀବୀ । ସେ କାମରୁ ଘରକୁ ଫେରି କେହି ନଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ପରିବାର ଲୋକେ ଏହା ଜାଣିପାରି ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.