ETV Bharat / state

ଶାରୀଶୁଆରେ ଅଘଟଣ: ପଥର ଖସି ନବମ ଶ୍ରେଣୀ ଛାତ୍ର ମୃତ - rock fell on student

ଖଇରା ଥାନା ଅଧିନ ବହୁ ଚର୍ଚ୍ଚିତ ସ୍ଥାନ ଶାରୀଶୁଆ ପାହାଡ଼ର ୱାଟରଫଲ ନିକଟରେ ଦୁର୍ଘଟଣା । ପାହାଡ଼ ଉପରୁ ଏକ ବିରାଟ ପଥର ଖସି ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶାରୀଶୁଆରେ ଅଘଟଣ: ପଥର ଖସି ନବମ ଶ୍ରେଣୀ ଛାତ୍ରର ମୃତ

author img

By

Published : Oct 11, 2020, 7:34 PM IST

ବାଲେଶ୍ବର: ଜିଲ୍ଲା ଖଇରା ଥାନା ଅଧିନ ବହୁ ଚର୍ଚ୍ଚିତ ସ୍ଥାନ ଶାରୀଶୁଆ ପାହାଡ଼ର ୱାଟରଫଲ ନିକଟରେ ଦୁର୍ଘଟଣା । ପାହାଡ଼ ଉପରୁ ଏକ ବିରାଟ ପଥର ଖସି ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଶାରୀଶୁଆରେ ଅଘଟଣ: ପଥର ଖସି ନବମ ଶ୍ରେଣୀ ଛାତ୍ରର ମୃତ

ପ୍ରାପ୍ତ ଖବର ଅନୁସାରେ, ଅନ୍ତରା ଗ୍ରାମର କିଶୋର ଶୁକ୍ଳାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନିଜ ବନ୍ଧୁଙ୍କ ସହ ଶାରୀଶୁଆ ୱାଟର ଫଲ ବୁଲିବାକୁ ଯାଇଥିଲେ । ସେଠାରେ ସେ ଗାଧୋଇବା ବେଳେ ପାହାଡ଼ ଉପରୁ ଏକ ପଥର ଖସି ତାଙ୍କ ମୁଣ୍ଡ ଉପରେ ପଡିଥିଲା । ସେଠାରେ ଥିବା ଅନ୍ୟ ଯୁବକମାନେ ତାଙ୍କୁ ବାଇକ ଯୋଗେ ଖଇରା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟାକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.