ETV Bharat / state

ବାଲେଶ୍ୱରରେ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

author img

By

Published : Jan 31, 2020, 1:27 PM IST

ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନସ ପକ୍ଷରୁ ବାଲେଶ୍ଵରରେ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ।ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଅଧିକ ଖବର ପଢନ୍ତୁ...

_BANK CLOSED
ବାଲେଶ୍ୱରରେ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ବାଲେଶ୍ବର: ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନସ ପକ୍ଷରୁ ବାଲେଶ୍ଵରର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ସମ୍ମୁଖରେ ଧାରଣା ଦିଆଯାଇଛି। ଦୁଇଦିନିଆ ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟରେ 12 ଦଫା ଦାବି ଉପସ୍ଥାପନ କରାଯାଇଛି।

ବାଲେଶ୍ୱରରେ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ସମାନୁପାତିକ ଓ ଯଥାର୍ଥ ଦରମା ସଂଶୋଧନ, 5 ଦିନ ବ୍ୟାଙ୍କିଙ୍ଗ, ନୂତନ ପେନସନ ଯୋଜନା ବନ୍ଦ କରିବା, ଛୁଟି ବ୍ୟାଙ୍କ ପ୍ରଚଳନ କରିବା ଭଳି ଦାବି ହୋଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୁହାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନସ ପକ୍ଷରୁ ବାଲେଶ୍ଵରର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ସମ୍ମୁଖରେ ଧାରଣା ଦିଆଯାଇଛି।
ଦୁଇଦିନିଆ ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟରେ 12 ଦଫା ଦାବି ଉପସ୍ଥାପନ କରାଯାଇଛି। ସମାନୁପାତିକ ଓ ଯଥାର୍ଥ ଦରମା ସଂଶୋଧନ, 5 ଦିନ ବ୍ୟାଙ୍କିଙ୍ଗ, ନୂତନ ପେନସନ ଯୋଜନା ବନ୍ଦ କରିବା, ଛୁଟି ବ୍ୟାଙ୍କ ପ୍ରଚଳନ କରିବା ଭଳି ଦାବି ହୋଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୁହାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.