ETV Bharat / state

ବାଇକ ଦୁର୍ଘଟଣାରେ 2 ମୃତ, ଜଣେ ଗୁରୁତର

author img

By

Published : May 31, 2021, 8:46 PM IST

ବାଲେଶ୍ବରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କା ଫଳରେ ଦୁଇ ବାଇକ ଆରୋହୀ ମୃତ, ଅନ୍ୟଜଣେ ଗୁରୁତର । ଅଧିକ ପଢନ୍ତୁ...

ବାଇକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
ବାଇକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ବାଲେଶ୍ବର: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର । ଏପରି ଅଘଟଣ ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା କୁପାରି ନିକଟରେ । ଦୁଇ ମୃତବ୍ୟକ୍ତି ହେଲେ ଆଗରପଡା ଥାନା ପାଟକଣା ଗ୍ରାମର କିଶୋର ଭୂତିଆ ଓ ଔପଦା ଥାନା ନରଣପୁର ଗ୍ରାମର ନରେନ୍ଦ୍ର ମାଝୀ ବୋଲି ସୂଚନା ମିଳିଛି ।

ବାଇକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତରବାଇକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତରବାଇକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ମିଳିଥିବା ସୂଚନା ଅନୁସାରେ, ଖଇରା କୁପାରି ରାସ୍ତା ନହଙ୍ଗ ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିପରି ଅନ୍ୟ ବାଇକରେ ଥିବା ଜଣେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.