ETV Bharat / state

ବଜ୍ରାଘାତରେ ବଙ୍ଗୀୟ ପର୍ଯ୍ୟଟକ ମୃତ

author img

By

Published : Aug 11, 2019, 9:08 PM IST

ବଜ୍ରପାତ ଯୋଗୁଁ ଭୋଗରାଇ ଅଞ୍ଚଳରେ ଦୁଇ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ପର୍ଯ୍ୟଟକଙ୍କୁ ଦିଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଭୋଗରାଇ ଅଞ୍ଚଳରେ ବଜ୍ରଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭୋଗରାଇ ଥାନା ତାଳସାରି ବେଳାଭୂମିରେ ଦୁଇ ଜଣ ବଙ୍ଗୀୟ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଦୀଘା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ପଶ୍ଚିମବଙ୍ଗର ଡାନକୁଣୀ ଅଞ୍ଚଳର ରାକେଶ କଲେ ବୋଲି ଜଣା ପଡିଛି ।

ଅନ୍ୟପକ୍ଷେ ଗୁରୁତର ଜଣକ ପାଥର ପ୍ରତିମା ଚବିଶି ପ୍ରଗଣା ଗ୍ରାମର ସୁମନ କୁମାର ବୋରା ବୋଲି ଜଣା ପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟେତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡିଛି।

ଭୋଗରାଇ ଥାନା ତାଳସାରି ବେଳାଭୂମି ରେ ଦୁଇଜଣ ବଙ୍ଗୀୟ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଦୀଘା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପଶ୍ଚିମବଙ୍ଗର ଡାନକୁଣୀ ଅଞ୍ଚଳର ରାକେଶ କଲେଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଜଣକ ପାଥରପ୍ରତିମାର ଚବିଶିପ୍ରଗଣା ଗ୍ରାମ ର ସୁମନ କୁମାର ବେରା(୨୫) ବୋଲି ଜଣା ପଡ଼ିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.