ETV Bharat / state

ଆସନ୍ତା 27ରେ ବଲାଙ୍ଗୀର ଆସିବେ ଉପରାଷ୍ଟ୍ରପତି - ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସିଟି ପ୍ଲାଟିନମ୍ ଯୁବ୍ଲି କାର୍ଯ୍ୟକ୍ରମ ଉଦଘାଟନ

ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆସନ୍ତା 27ରେ ବଲାଙ୍ଗୀର ଗସ୍ତ କରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସିଟି ପ୍ଲାଟିନମ୍ ଯୁବ୍ଲି କାର୍ଯ୍ୟକ୍ରମ ଉଦଘାଟନ କରିବେ ।

ବଲାଙ୍ଗୀର ଗସ୍ତରେ ଉପରାଷ୍ଟ୍ରପତି
author img

By

Published : Nov 15, 2019, 8:52 PM IST

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆସନ୍ତା ଡ଼ିସେମ୍ବର 27 ତାରିଖରେ ସେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସିଟି ପ୍ଲାଟିନମ୍ ଯୁବ୍ଲି କାର୍ଯ୍ୟକ୍ରମ ଉଦଘାଟନ କରିବେ ।

ବଲାଙ୍ଗୀର ଗସ୍ତରେ ଉପରାଷ୍ଟ୍ରପତି

ଏହାସହ ବଲାଙ୍ଗୀର ବରକାନି ଗାଁରେ ନିର୍ମାଣଧିନ ଗ୍ୟାସ ବଟଲିଙ୍ଗ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାର ସୂଚନା ଦେଇଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂ ଦେଓ କହିଛନ୍ତି । ତେବେ ବଲାଙ୍ଗୀର ସାଂସଦ ଏଥିରେ ଖୁବ୍ ଖୁସି ଥିବା ବେଳେ ଏହା ବଲାଙ୍ଗୀରବାସୀଙ୍କୁ ଏହା ଗର୍ବ ଆଣି ଦେବ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ଗସ୍ତରେ ଆସିବେ ଭାରତ ର ଉପ ରାଷ୍ଟ୍ର ପତି। ଆସନ୍ତା ଡ଼ିସେମ୍ବର 27ତାରିଖରେ ସେ ଆସି ଏଠି ରାଜେନ୍ଦ୍ର ୟୁନିଭର ସିଟି ପ୍ଲଟିନମ୍ ଯୁବ୍ଲି କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ସହ ଗେଶ୍ ବୋଟଲିଂ ପ୍ଲାଣ୍ଟ ର ମଧ୍ୟ ଉଦ୍ଧ୍ଘଟାନ୍ କରିବେ ବୋଲି ବଲାଙ୍ଗୀର ସାଂସଦ ସଂଗୀତା ସିଂ ଦେଓ କହିଛନ୍ତି । Body:ବଲାଙ୍ଗୀର ଗସ୍ତରେ ଆସିବେ ଭାରତ ର ଉପ ରାଷ୍ଟ୍ର ପତି। ଆସନ୍ତା ଡ଼ିସେମ୍ବର 27ତାରିଖରେ ଭାରତ ଉପ ରାଷ୍ଟ୍ରପତି ଭେଙ୍କିୟା ନାୟାଦୁ ବଲାଙ୍ଗୀର ଆସିବେ ବୋଲି ସାଂସଦ ସଂଗୀତା ସିଂ ଦେଓ କହିଛନ୍ତି। ତେବେ ବଲାଙ୍ଗୀର ରାଜେନ୍ଦ୍ର ୟୁନିଭର ସିଟି ପ୍ଲଟିନମ୍ ଯୁବ୍ଲି କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ସହ ବଲାଙ୍ଗୀର ବର୍କାନି ଗ୍ରାମ ଠାରେ ନିର୍ମାଣ ଧିନ ଥିବା ଗେଶ୍ ବୋଟଲିଂ ପ୍ଲାଣ୍ଟ ର ମଧ୍ୟ ଉଦ୍ଧ୍ଘଟାନ୍ କରିବେ ବୋଲି ଜଣା ପଡିଛି। ତେବେ ବଲାଙ୍ଗୀର ସାଂସଦ ସଂଗୀତା ସିଂ ଦେଓ ଏଥିରେ ବଲାଙ୍ଗୀର ବାସି ଖୁବ୍ ଖୁସି ଥିବା ବେଳେ ଏହା ବଲାଙ୍ଗୀର ବାସୀଙ୍କ ପାଇଁ ଗର୍ବ ଆଣି ଦେବା ବୋଲି ସେ କହିଛନ୍ତି ।
ବାଇ ଟ ସଂଗୀତା ସିଂ ଦେଓ ସାଂସଦ ବଲାଙ୍ଗୀରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.