ETV Bharat / state

ବଲାଙ୍ଗୀରରେ ଗଡିଲା ରିଲିଫ ରଥ, ଉପକୃତ ହେବେ ପ୍ରବାସୀ ଶ୍ରମିକ - ପ୍ରବାସୀ ରିଲିଫ ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ

ପ୍ରବାସୀ ରିଲିଫ ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ । ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ହଜାର ଶ୍ରମିକଙ୍କୁ ଏପରି ସାହାଯ୍ୟ ଯୋଗାଇ ଦିଆଯିବ କହିଲେ ଦଳୀୟ ନେତା । ଅଧିକ ପଢନ୍ତୁ....

The immigrant relief chariot was unveiled with a green flag
ପ୍ରବାସୀ ରିଲିଫ ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ
author img

By

Published : Jun 13, 2020, 1:45 PM IST

ବଲାଙ୍ଗୀର: ଲକ ଡାଉନ କାରଣରକୁ ପ୍ରତିଦିନ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଫଳରେ ଚଳିବା ପାଇଁ ହଇରାଣ ହରକତ ମଧ୍ୟ ହେଉଛନ୍ତି । ହେଲେ ଏମାନଙ୍କୁ ସହାୟତାର ହାତ ବଢାଇଛି ବିଜୁ ଜନତା ଦଳ । ସଂଗରୋଧରୁ ଫେରିଥିବା ଶ୍ରମିକଙ୍କୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଉଛି ।

ପ୍ରବାସୀ ରିଲିଫ ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ

ତେବେ ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ହଜାର ଶ୍ରମିକଙ୍କୁ ଏହି ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛି ଦଳ । ମନ୍ତ୍ରୀ ସୁଶାନ୍ତ ସିଂ ଓ ବିଜେଡି ନେତା କଳିକେଶ ନାରାୟଣ ସିଂହ ଦେଓ ପ୍ରମୁଖ ପ୍ରବାସୀ ରିଲିଫ ରଥକୁ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି । ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.