ETV Bharat / state

ବଲାଙ୍ଗୀରରେ ଡିଲ୍‌ ବେଳେ ବଜ୍ରକାପ୍ତା ଉଦ୍ଧାର, 2 ଗିରଫ - ବଲାଙ୍ଗୀରରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ତୁଷୁରା ଥାନା ଅନ୍ତର୍ଗତ ଆଇଁଲା ପାଲି ଗାଁରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ଦୁଇ ବେପାରୀଙ୍କ ମଧ୍ୟରେ ଡିଲ ଚାଲିଥିବାବେଳେ ବଲାଙ୍ଗୀର ସ୍ବତନ୍ତ୍ର ଟାସ୍କ ଫୋର୍ସ (STF) ଓ ବନ ବିଭାଗ ଚଢ଼ାଉ କରିଥିଲା। ଅଧିକ ପଢ଼ନ୍ତୁ

pangolin seized in balangir
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, 2 ଗିରଫ
author img

By

Published : Apr 8, 2022, 12:15 PM IST

Updated : Apr 8, 2022, 12:46 PM IST

ବଲାଙ୍ଗୀର: ତୁଷୁରା ଥାନା ଅନ୍ତର୍ଗତ ଆଇଁଲା ପାଲି ଗାଁରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ଦୁଇ ବେପାରୀଙ୍କ ମଧ୍ୟରେ ଡିଲ ଚାଲିଥିବାବେଳେ ବଲାଙ୍ଗୀର ସ୍ବତନ୍ତ୍ର ଟାସ୍କ ଫୋର୍ସ (STF) ଓ ବନ ବିଭାଗ ଚଢ଼ାଉ କରିଥିଲା । ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ସୂଚନା।

ବଲାଙ୍ଗୀରରେ ଡିଲ୍‌ ବେଳେ ବଜ୍ରକାପ୍ତା ଉଦ୍ଧାର, 2 ଗିରଫ

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଆଇଁଲା ପାଲି ଗାଁରେ ଏକ ବଜ୍ରକାପ୍ତାକୁ ବିକ୍ରି ପାଇଁ ମସୁଧା ଚାଲିଥିବା ବେଳେ ବଲାଙ୍ଗୀର ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ବନ ବିଭାଗ ଚଢ଼ାଉ କରିଥିଲା। ସେଠାରୁ 11 କିଲୋଗ୍ରାମ ବିଶିଷ୍ଟ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା। ସେହି ଗ୍ରାମର ହେମସାଗର ମହାନନ୍ଦ ଓ ଲକ୍ଷ୍ମୀଧର ନାଏକକୁ ବନ ବିଭାଗ ଗିରଫ କରିଛି। ତେବେ ବଜ୍ରକାପ୍ତାଟି କେଉଁଠୁ ଅଣାଯାଇଥିଲା ଏବଂ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ କରୁଛି ବନ ବିଭାଗ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 8, 2022, 12:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.