ETV Bharat / state

ବଲାଙ୍ଗୀରରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି

author img

By

Published : Jan 23, 2020, 11:23 PM IST

ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସକୁ ବଲାଙ୍ଗିର ଜିଲ୍ଲାବାସୀ କ୍ରାନ୍ତି ଦିବସ ଭାବେ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

juba samabes
ବଲାଙ୍ଗିରରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି

ବଲାଙ୍ଗୀର: ଜିଲ୍ଲାରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି । ଯେଉଁଥିରେ ଗୁରବାର ବଲାଙ୍ଗୀରରେ ଏକ ବିରାଟ ଯୁବ ସମାବେଶ କୋଶଳ ସମନ୍ୱୟ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା । ଏବଂ ଆଜିର ଦିନକୁ ଉଳଗୁଲନ ବା କ୍ରାନ୍ତି ଦିବସ ଭାବରେ ପାଳନ କରାଯାଇଥିଲା।

ବଲାଙ୍ଗିରରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି

ଏଥିରେ ଗୁରୁବର ପଶ୍ଚିମ ଓଡିଶାର 11ଟି ଜିଲ୍ଲାର ଯୁବ ପ୍ରତିନିଧି ମାନେ ସାମିଲ ହୋଇଥିଲେ । ପୃଥ୍ୱୀରାଜ ହାଇସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରା ବାହାରି ବଲାଙ୍ଗୀର ସହର ପରିକ୍ରମା କରିଥିଲେ। ସେହିପରି ସ୍ଥାନୀୟ ଟାଉନ ହଲ ଠାରେ ଏମାନେ ଏକାଠି ହୋଇ ଉଳଗୁଲାନ ପାଳନ କରିଥିଲେ ।

ନେତାଜୀ ସୁବାସ ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସକୁ ଜିଲ୍ଲାବାସୀ କ୍ରାନ୍ତି ଦିବସ ଭାବରେ ପାଳନ କରୁଛନ୍ତି । ଆଜିର ଏହି ସମାବେଶରେ ଅଲଗ କୋଶଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନର ନୂଆ ରୂପରେଖ ପ୍ରସ୍ତୁତ କରିବା ସହ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର କରିବେ ବୋଲି କହିଛନ୍ତି ।

ବଲାଙ୍ଗିରରୁ ଏସକେ ଓ୍ବାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି । ଯେଉଁଥିରେ ଆଜି ବଲାଙ୍ଗୀରରେ ଏକ ବିରାଟ ଯୁବ ସମାବେଶ କୋଶଳ ସମନ୍ୱୟ କମିଟି ପକ୍ଷ୍ୟରୁ କରାଯାଇଥିଲା । ଏବଂ ଆଜିର ଦିନକୁ ଉଳଗୁଲନ ବା କ୍ରାନ୍ତି ଦିବସ ଭାବରେ ପାଳନ କରାଯାଇଥିଲା।

Body:ବଲାଙ୍ଗୀରରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି । ଯେଉଁଥିରେ ଆଜି ବଲାଙ୍ଗୀରରେ ଏକ ବିରାଟ ଯୁବ ସମାବେଶ କୋଶଳ ସମନ୍ୱୟ କମିଟି ପକ୍ଷ୍ୟରୁ କରାଯାଇଥିଲା । ଏବଂ ଆଜିର ଦିନକୁ ଉଳଗୁଲନ ବା କ୍ରାନ୍ତି ଦିବସ ଭାବରେ ପାଳନ କରାଯାଇଥିଲା। ତେବେ ଏଥିରେ ଆଜି ପଶ୍ଚିମ ଓଡିଶାର 11 ଟି ଜିଲ୍ଲାର ଯୁବ ପ୍ରତିନିଧି ମାନେ ସାମିଲ ହୋଇଥିଲେ । ଏବଂ ବଲାଂଗୀର ପୃଥ୍ୱୀରାଜ ହାଇସ୍କୁଲ ପଡ଼ିଆରୁ ଏକ ସଭାଯାତ୍ରା ରେ ବାହାରି ବଲାଂଗୀର ସହର ପରିକ୍ରମା କରିଥିଲେ। ସେହିପରି ସ୍ଥାନୀୟ ଟାଉନ ହଲ ଠାରେ ଏମାନେ ଏକାଠି ହୋଇ ଉଳଗୁଲାନ ପାଳନ କରିଥିଲେ । ତେବେ ଆଜି ନେତାଜୀ ସୁବାସ ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସକୁ ଏମାନେ କ୍ରାନ୍ତି ଦିବସ ଭାବରେ ପାଳନ କରୁଛନ୍ତି। ଏବଂ ଆଜିର ଏହି ସମାବେଶରେ ଏମାନେ ଆଗକୁ ଅଲଗ କୋଶଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନର ନୂଆ ରୂପରେଖ ପ୍ରସ୍ତୁତ କରିବା ସହ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର କରିବେ ବୋଲି କହିଛନ୍ତି ।
ବାଇଟ ପ୍ରମୋଦ ମିଶ୍ର ଅଧ୍ୟକ୍ଷ କୋଶଳ ସମନ୍ୱୟ କମିଟି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.