ETV Bharat / state

MURDER: ଶାଶୁ ବୋହୂଙ୍କୁ ଘରେ ପଶି ହତ୍ୟା, କାରଣ ଅସ୍ପଷ୍ଟ

author img

By

Published : Mar 31, 2022, 4:15 PM IST

ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଘରେ ପଶି ଶାଶୁ ବୋହୂଙ୍କୁ ଗଳାକାଟି ହୋଇଛି ହତ୍ୟା । ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି । ଅଧିକ ପଢନ୍ତୁ

MURDER: ଶାଶୁ ବୋହୂଙ୍କୁ ଘରେ ପଶି ହତ୍ୟା, କାରଣ ଅସ୍ପଷ୍ଟ
MURDER: ଶାଶୁ ବୋହୂଙ୍କୁ ଘରେ ପଶି ହତ୍ୟା, କାରଣ ଅସ୍ପଷ୍ଟ

ବଲାଙ୍ଗୀର: ଜିଲ୍ଲାର ତୁଷୁରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଘରେ ପଶି ଶାଶୁ ବୋହୂଙ୍କ ଗଳାକାଟି ହୋଇଛି ନିର୍ମମ ହତ୍ୟା । ତେବେ ଏମାନଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ସମ୍ପର୍କରେ କାରଣ ସ୍ପଷ୍ଟ ହୋଇନାହିଁ । ଘଟଣା ଘଟିବା ପରେ ସ୍ଥାନୀୟ ବାସିନ୍ଦା ଏବେ ଖୁବ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।

ଘଟଣା ଘଟିଛି ଜିଲ୍ଲାର ତୁଷୁରା ଥାନା ଅନ୍ତର୍ଗତ ନୂଆଗାଁରେ । ଏଠି ଘରେ ଏକା ଥିବା ବେଳେ ଶାଶୁ ବୋହୂଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ଅତି ନିର୍ମମ ଭାବରେ ହତ୍ୟା କରିଛି । ମୃତ ବୋହୂ ଅମ୍ବିକା ମେହେର 50 ବର୍ଷ ଓ ଶାଶୂ ପ୍ରେମଶିଲା ମେହେର 65 ବର୍ଷ ବୋଲି ଜଣାପଡ଼ିଛି । ସେପଟେ ଘଟଣାସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.