ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ବଲାଙ୍ଗୀର ବଙ୍ଗୋମୁଣ୍ଡା ଚୁଇଲ ଫୁଙ୍କା ଗ୍ରାମର ମନ୍ଦର୍ ଦାସଙ୍କ ଘରେ ଆଜି ପାଣି ପଶି ଯାଇଥିଲା। ତେବେ ପାଣି ସଫା କରୁଥିବାବେଳେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏବଂ ପରିବାରର ପାଞ୍ଚ ଜଣ ଏଥିରେ ଫସି ଯାଇଥିଲେ।

author img

By

Published : Aug 27, 2020, 10:32 PM IST

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ବଲାଙ୍ଗୀର: ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଅନେକ କ୍ଷୟକ୍ଷତିର ସୂଚନା ଆସିଛି । ଯେଉଁଥିରେ ଆଜି ଏକ ଘର ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ପରିବାରର ପାଞ୍ଚ ଜଣ ବର୍ତ୍ତି ଯାଇଛନ୍ତି ।

ବଙ୍ଗୋମୁଣ୍ଡା ଚୁଇଲ ଫୁଙ୍କା ଗ୍ରାମର ମନ୍ଦର୍ ଦାସଙ୍କ ଘରେ ଆଜି ପାଣି ପଶି ଯାଇଥିଲା। ତେବେ ପାଣି ସଫା କରୁଥିବାବେଳେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏବଂ ପରିବାରର ପାଞ୍ଚ ଜଣ ଏଥିରେ ଫସି ଯାଇଥିଲେ। ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସେପଟେ ଏହି ପରିବାର ଏବେ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇଥିବାବେଳେ ଘର ଖଣ୍ଡିଏ ପାଇଁ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.