ETV Bharat / state

ଲୋୟର ସୁକତେଲ ଜଳ ପ୍ରକଳ୍ପ କାମ ବିଳମ୍ବ ପ୍ରସଙ୍ଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ବିଭିନ୍ନ ସଙ୍ଗଠନ

ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଦାବି । ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ବିଭିନ୍ନ ସଙ୍ଗଠନ । ଅଧିକ ପଢନ୍ତୁ...

author img

By

Published : Aug 13, 2020, 7:52 AM IST

ଲୋୟର ସୁକତେଲ ଜଳ ପ୍ରକଳ୍ପ କାମ ବିଳମ୍ବ ପ୍ରସଙ୍ଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ବିଭିନ୍ନ ସଙ୍ଗଠନ

ବଲାଙ୍ଗୀର: ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳ ପ୍ରକଳ୍ପ କାମ ବିଳମ୍ବରେ ଆରମ୍ଭ ହୋଇ ପୁଣି ଦୁଇ ବର୍ଷ ହେବ କାମ ବନ୍ଦ ରହିଛି। ଯାହାକୁ ପୁଣି ଥରେ ଆରମ୍ଭ କରିବାକୁ ବିଭିନ୍ନ ସଙ୍ଗଠନ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ବିସ୍ଥାପିତଙ୍କୁ ଉଚିତ କ୍ଷତି ପୂରଣ ଦାବି ନେଇ ଏହି କାମ ବନ୍ଦ ରହିଛି। ତେବେ ଏହାର ସମାଧାନର ବାଟ ଫିଟି ନ ଥିବାବେଳେ ସରକାର ମଧ୍ୟ ହାତ ବାନ୍ଧି ବସିଛନ୍ତି। ଯାହାକୁ ବିରୋଧ କରିଛନ୍ତି ବଲାଙ୍ଗୀରର ବିଭିନ୍ନ ସଙ୍ଗଠନ ।

ବିରୋଧ କରିବା ସହ ମିଳିତ ଭାବେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାସହ ଶୀଘ୍ର କାମ ଆରମ୍ଭ କରିବାକୁ ଦାବି କରିଛନ୍ତି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ବରେ ବଲାଙ୍ଗୀର ଆକ୍ସନ କମିଟି, ସିଟିଜେନ କମିଟି, ଓକିଲ ସଙ୍ଘ ଇତ୍ୟାଦି ମିଳିତ ଭାବେ କାମ ଆରମ୍ଭ କରିବାର ଦାବି ଜଣାଇଛନ୍ତି । ମାସେ ମଧ୍ୟରେ କାମ ଆରମ୍ଭ କରାନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.