ETV Bharat / state

ଓଲଟି ପଡିଲା ସ୍କୁଲବସ, 8 ଛାତ୍ରଛାତ୍ରୀ ଆହତ

author img

By

Published : Aug 22, 2019, 8:26 PM IST

ବଲାଙ୍ଗୀର ଫାସଡ ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲବସ ଦୁର୍ଘଟଣାଗ୍ରସ୍ତ ହୋଇଛି । 40 ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଠ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଗୁରୁବାର ବଲାଙ୍ଗୀରରେ ଏକ ସ୍କୁଲବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଆଠ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶିକ୍ଷୟିତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଫାସଡ ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲବସ 40 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଶଙ୍କର ଭୋଜି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମହ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ରେ ଆଜି ଏକ ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯେଉଁଥିରେ ଆଠ ଜଣ ଛାତରଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶିକଷୟିତ୍ରୀ ମଧ୍ୟ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତ ବଲାଙ୍ଗୀର ମେଡିକାଲ୍ କଲେଜରେ ଭର୍ତି ହୋଇଛନ୍ତି । Body:ବଲାଙ୍ଗୀର ରେ ଆଜି ଏକ ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯେଉଁଥିରେ ଆଠ ଜଣ ଛାତରଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶିକଷୟିତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଘଟଣାଟି ବଲାଙ୍ଗୀର ସଙ୍କର୍ ଭୋଜି ଗ୍ରାମ ନିକଟରେ ଘଟିଛି । ତେବେ ବଲାଙ୍ଗୀର ଫାସଡ ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲର ବସ୍ ଚାଳିଶ ଜଣ ଛାତ୍ର ଛାତ୍ରୀଙ୍କ ନେଇ ବଲାଙ୍ଗୀର ପତ୍କୁ ଆସୁଥିବା ବେଳେ ଶଙ୍କର ଭୋଜି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଯେଉଁଥିରେ ଆଠ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ ଆହତ ହୋଇଥିବା ବେଳେ ଅଲପକେ ସମସ୍ତେ ରକ୍ଷା ପାଇ ଯାଇଛନ୍ତି । ସେପଟେ ସମସ୍ତ ଆହତ ବଲାଙ୍ଗୀର ମେଡିକାଲ୍ କଲେଜରେ ଭର୍ତି ହୋଇଛନ୍ତି । ଏବଂ ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.