ETV Bharat / state

ତାଳଚେରରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ 150 ବେଡ଼ ବିଶିଷ୍ଟ କୋଭିଡ ହସ୍ପିଟାଲ - covid-19 hosiptal in talcher

ଅନୁଗୋଳ ଜିଲ୍ଲା ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ହେବାକୁ ଥିବା ଅତ୍ୟାଧୁନିକ କୋଭିଡ ହସ୍ପିଟାଲ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ 150 ବେଡ ବିଶିଷ୍ଟ କୋଭିଡ-19 ହସ୍ପିଟାଲ । ଅଧିକ ପଢନ୍ତୁ...

ତାଳଚେରରେ ଖୁବଶୀଘ୍ର କୋଭିଡ ହସ୍ପିଟାଲ
ତାଳଚେରରେ ଖୁବଶୀଘ୍ର କୋଭିଡ ହସ୍ପିଟାଲ
author img

By

Published : Apr 12, 2020, 4:12 PM IST

ଅନୁଗୋଳ: ତାଳଚେରରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ 150 ବେଡ ବିଶିଷ୍ଟ କୋଭିଡ-19 ହସ୍ପିଟାଲ । ସେଣ୍ଟ୍ରାଲ ହସ୍ପିଟାଲକୁ କରାଯାଉଛି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ । ଏହି ହସ୍ପିଟାଲ MCL ଓ ସୋମ ହସ୍ପିଟାଲର ମିଳିତ ସହଯୋଗରେ ନିର୍ମାଣ ହେଉଛି ।

ତାଳଚେରରେ ଖୁବଶୀଘ୍ର କୋଭିଡ ହସ୍ପିଟାଲ
ତାଳଚେରରେ ଖୁବଶୀଘ୍ର କୋଭିଡ ହସ୍ପିଟାଲ

ତେବେ ଏହି ଅତ୍ୟାଧୁନିକ କୋଭିଡ ହସ୍ପିଟାଲରେ ମୋଟ 150ଟି ବେଡ଼ର ସୁବିଧା ରହିଛି । ଏହା ସହ 6ଟି ଆଇସିୟୁର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସୋଆର ଭିସି ଅଶୋକ ମହାପାତ୍ର MCLର ଉଚ୍ଚ ପଦସ୍ଥ ଅଫିସର ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ।

ତାଳଚେରରେ ଖୁବଶୀଘ୍ର କୋଭିଡ ହସ୍ପିଟାଲ
ତାଳଚେରରେ ଖୁବଶୀଘ୍ର କୋଭିଡ ହସ୍ପିଟାଲ
ତାଳଚେରରେ ଖୁବଶୀଘ୍ର କୋଭିଡ ହସ୍ପିଟାଲ

ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ ଏବଂ MCLର CMO ଓ ସମ୍‌ ହସ୍ପିଟାଲର ଭିସିଙ୍କ ଆଲୋଚନା ହୋଇଛି । ଖୁବ ଶୀଘ୍ର ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ହସ୍ପିଟାଲ ପାଇଁ ସବୁ ଅଭିଜ୍ଞ ଡାକ୍ତର ଏବଂ ନର୍ସ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆବଶ୍ୟକୀୟ କୋଭିଡ ସରଞ୍ଜାମ ମଧ୍ୟ ଆସି ସାରିଛି । ଜିଲ୍ଲା ପ୍ରଶାସନ MCLର CSR ଫଣ୍ଡକୁ ବ୍ୟବହାର କରି ଏହି ହସ୍ପିଟାଲ ଚଳାଇବାର ଯୋଜନା ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.