ETV Bharat / state

ଅନୁଗୋଳରେ ଥମୁନି ଗଞ୍ଜେଇ ଚାଷ, ଚଢ଼ାଉ କରି ନଷ୍ଟ କଲା ଅବକାରୀ ବିଭାଗ - ଗଞ୍ଜେଇ ଫସଲ ନଷ୍ଟ କଲା ଅବାକୀର ବିଭାଗ

ବେଆଇନ ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ଅନୁଗୋଳ ଜିଲ୍ଲା । ଗଞ୍ଜେଇ ଚାଷ ନଷ୍ଟ କରିବାରୁ ଆକ୍ସନ ମୁଡରେ ଅବକାରୀ ବିଭାଗ । ପ୍ରାୟ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ (excise department destroyed ganja cultivation) । ଅଧିକ ପଢନ୍ତୁ

ଥମୁନି ଗଞ୍ଜେଇ ଚାଷ, ଚଢ଼ାଉ କରି ନଷ୍ଟ କଲା ଅବକାରୀ ବିଭାଗ

author img

By

Published : Jan 8, 2022, 11:56 AM IST

ଅନୁଗୋଳ: ଥମୁନି ଗଞ୍ଜେଇ ଚାଷ । ବେଆଇନ ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ଅନୁଗୋଳ ଜିଲ୍ଲା । ଗଞ୍ଜେଇ ଚାଷ ନଷ୍ଟ କରିବାରୁ ଆକ୍ସନ ମୁଡରେ ଅବକାରୀ ବିଭାଗ । ପ୍ରାୟ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ (excise department destroyed ganja cultivation) ।

ଥମୁନି ଗଞ୍ଜେଇ ଚାଷ, ଚଢ଼ାଉ କରି ନଷ୍ଟ କଲା ଅବକାରୀ ବିଭାଗ

ଜିଲ୍ଲା ଜରାପଡା ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଜାଣିବା ପରେ ତାକୁ ନଷ୍ଟ କରିଛି ବିଭାଗ । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଏକ ଟିମ ଚଢାଉ କରି ଗଞ୍ଜେଇ ଗଛ ସବୁକୁ ନଷ୍ଟ କରିଛି । ଜରାପଡା ଥାନା ମାଟିଗାଡିଆସାହିର ଏକ କାଜୁ ବଗିଚାରେ ପ୍ରାୟ ୦.୮୫ ଏକରରେ ହୋଇଥିବା ଏହି ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଛି ।

ଅବକାରୀ ଅଧିକ୍ଷକଙ୍କ ନିର୍ଦେଶରେ ଏହି ଚଢାଉ ହୋଇଥିଲା। ବିଭାଗ ସ୍ବତନ୍ତ୍ର ଟିମ ଗଞ୍ଜେଇ ଗଛ ନଷ୍ଟ କରିବାରେ ସାମିଲ ହୋଇଥିଲେ । ଅଞ୍ଚଳରେ ଏହି ଗଞ୍ଜେଇ ଚାଷକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କିଭଳି ଓ କେଉଁ ପରିସ୍ଥିତିରେ ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିଲା ସେନେଇ ଉଠିଛି ପ୍ରଶ୍ନବାଚୀ ।

ଅନୁଗୋଳରୁ ସଂଗ୍ରମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.