ETV Bharat / state

ସାତକୋଶିଆ ଗଣ୍ଡରେ ଭାସୁଛି ମୃତ କୁମ୍ଭୀର

ଗଣ୍ଡରେ ଭାସୁଛି ମୃତ କୁମ୍ଭୀର। କୁମ୍ଭୀରର ମୃତ୍ୟୁକୁ ନେଇ ସ୍ପଷ୍ଟ କରୁନାହିଁ ବନବିଭାଗ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ବିନିକେଇ ପାଖ ମହାନଦୀ ପାଣିରେ ଏକ କୁମ୍ଭୀର ମରି ଭାସୁଥିବାର ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା ଅନୁଗୋଳ
author img

By

Published : Aug 29, 2019, 1:14 PM IST

ଅନୁଗୋଳ: ମହାନଦୀର ସାତକୋଶିଆ ଗଣ୍ଡରେ ଭାସୁଛି ମଲା କୁମ୍ଭୀର। କୁମ୍ଭୀରର ମୃତ୍ୟୁକୁ ନେଇ ସ୍ପଷ୍ଟ କରୁନାହିଁ ବନବିଭାଗ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ବିନିକେଇ ପାଖ ମହାନଦୀ ପାଣିରେ ଏକ କୁମ୍ଭୀର ମରି ଭାସୁଥିବାର ଦେଖିବାକୁ ମିଳିଛି। ତେବେ କୁମ୍ଭୀରଟିକୁ ଗଣ୍ଡରେ ପ୍ରଜନନ ପାଇଁ ଛଡ଼ାଯାଇଥିବା ଅନୁମାନ କରାଯାଉଛି ।

ଏହି କୁମ୍ଭୀରର ମୃତ୍ୟୁ ଆଠମଲ୍ଲିକ ସାତକୋଶିଆ ଗଣ୍ଡ ନିକଟରେ ଥିବା ରିଜର୍ଭ ଫରେଷ୍ଟ ଏରିଆରେ ମାଛମରା ଜାଲରେ ପଡିଥାଇ ପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିନାହିଁ । ତେବେ କୁମ୍ଭୀରକୁ ପାଣିରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପରେ କୁମ୍ଭୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ଖବର ଅନୁଯାୟୀ, ନିକଟରେ ସାତକୋଶିଆ ଗଣ୍ଡରେ କୁମ୍ଭୀର ଵଂଶ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ କୁମ୍ଭୀର ଆଣି ଗଣ୍ଡରେ ଛଡା ଯାଇଥିଲା । ତେବେ ଏହି କୁମ୍ଭୀରର ମୃତ୍ୟୁ ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସାତକୋଶିଆ ଗଣ୍ଡ ରେ ଭାସୁଛି କମ୍ଭୀର ର ମୃତ ଦେହ । ମୃତ୍ୟୁ କୁ ନେଇ ସ୍ପଷ୍ଠ କରୁନାହିଁ ବନ ବିଭାଗ ।Body:ନଦୀ ରେ ଭାସୁଛି ମଲା କୁମ୍ଭୀର । ମହାନଦୀ ର ସାତକୋଶିଆ ଗଣ୍ଡ ରେ ଭାସୁଛି କୁମ୍ଭୀର । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ବିନିକେଇ ପାଖ ମହାନଦୀ ପାଣିରେ ଏକ କୁମ୍ଭୀର ମରି ଭାସୁଥିବାର ଦେଖିବାକୁ ମିଳିଛି। ଏହି କୁମ୍ଭୀରଟି ଗଣ୍ଡ ରେ ପ୍ରଜନନ ପାଇଁ ଛଡ଼ାଯାଇଥିବା ଅନୁମାନ କରା ଯାଉଛି । ତେବେ ଏହି କୁମ୍ଭୀରର ମୃତ୍ୟୁ କିଭଳି ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଆଠମଲ୍ଲିକ ସାତକୋଶିଆ ଗଣ୍ଡ ନିକଟରେ ଥିବା ରିଜର୍ଭ ଫରେଷ୍ଟ ଏରିଆରେ ମାଛ ମରା ଜାଲରେ ପଡି କୁମ୍ଭୀରଟିର ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନାହିଁ । ତେବେ ମୃତ କୁ ନେଇ ବନ ବିଭାଗ କିଛି ବି ସ୍ପଷ୍ଟ କରି ନାହାନ୍ତି । କୁମ୍ଭୀର କୁ ପାଣିରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପରେ କୁମ୍ଭୀର ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । Conclusion:ନିକଟରେ ସାତକୋଶିଆ ଗଣ୍ଡରେ କୁମ୍ଭୀର ଵଂଶ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ କୁମ୍ଭୀର ଆଣି ଗଣ୍ଡ ରେ ଛଡା ଯାଇଥିଲା ।ତେବେ ବିଭାଗ ର ବରିଷ୍ଠ ଅଧିକାରୀ ମଧ୍ୟ କିଛି ସ୍ପଷ୍ଟ କରୁନାହାନ୍ତି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.