ETV Bharat / state

ଅବକାରୀ ନୀତି ବିରୋଧରେ ଜିଲ୍ଲାପାଳଙ୍କୁ ମହିଳା କଂଗ୍ରେସର ସ୍ମାରକପତ୍ର ପ୍ରଦାନ

ରାଜ୍ୟ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ମହିଳା କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 16, 2019, 8:19 PM IST

ଅନୁଗୋଳ: ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରିଛି ମହିଳା କଂଗ୍ରେସ । ଏହି ମର୍ମରେ ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଯେଭଳି ଭାବେ ବିଧାନସଭା ଗୃହ କମିଟି ଅଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୃରସ୍କୃତ କରିବାକୁ କରିଥିବା ସୁପାରିଶକୁ ବିରୋଧ କରିଛି ମହିଳା କଂଗ୍ରେସ । ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଅଧକ୍ଷା ସସ୍ମିତା ବେହେରାଙ୍କ ନେତୃତ୍ବରେ ଏହାର ବିରୋଧ କରାଯାଇ ଅନୁଗୋଳ ଜିଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ରାଜ୍ୟ ସରକାର ଙ୍କ ଅବକାରୀ ନୀତି କୁ ବିରୋଧ । ଜିଲାପାଳ ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ଦେଲା ମହିଳା କଂଗ୍ରେସ ।

Body:ରାଜ୍ୟ ସରକାର ଙ୍କ ମଦ ପ୍ରସାର ନୀତି କୁ ବିରୋଧ । ଯେଉଁ ଭଳି ଭାବେ ଭିଧାନସଭା ଗୃହ କମିଟି ଅଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀ ଙ୍କୁ ପୃରସ୍କୃତ କରିବାକୁ ସୁପାରିଶ କରିଛନ୍ତି ଏହାକୁ ଏହା କୁ ଦୃଢ଼ ଭାବେ ବିରୋଧ କରିଛନ୍ତି ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ଅଧକ୍ଷା ସସ୍ମିତା ବେହେରା । ସସ୍ମିତା ଙ୍କ ସହ ବହୁ ସାଂଖ୍ୟରେ ମହିଳା ସରକାର ଙ୍କ ମଦ ପାଇଁ ହେଉଥିବା ନୀତି କରିଛନ୍ତି । ମହିଳା ମାନେ ଅନୁଗୋଳ ଜିଲାପାଳ ଙ୍କ କଯ୍ୟାଳୟରେ ରେ ମଦ କୁ ନେଇ ସରକାର ଯେଉଁ ସବୁ ବ୍ୟବସ୍ଥା କରୁଛନ୍ତି ତାକୁ ବିରୋଧ କରିବା ସହ ରାଜ୍ୟ ସରକାର ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଜିଲାପାଳ ଙ୍କୁ ପ୍ରଦାନ କରିଛନ୍ତି ।
byte -1 ସସ୍ମିତା ବେହେରା , ମହିଳା କଂଗ୍ରେସ ନେତ୍ରୀ
byte - 2 ବିରୋଧ କରୁଥିବା ମହିଳା ଆନ୍ଦୋଳ କାରୀ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.