ETV Bharat / state

‘ଜୀବନ ବିନ୍ଦୁ’ରେ ବିଜେଡି ପାଳୁଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

author img

By

Published : Oct 16, 2019, 7:37 PM IST

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନୁଗୋଳ ସହରରେ ଆୟୋଜିତ ହୋଇଯାଇଛି ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଅଧିକ ଖବର ପଢନ୍ତୁ...

ଜୀବନ ବିନ୍ଦୁ ମାଧ୍ୟମରେ ବିଜେଡି ପାଳୁଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ଅନୁଗୋଳ: ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ବିଜେଡି ନେତାଙ୍କ ସମୂହ ଦୀପଦାନ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର । ଅନୁଗୋଳ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାବ୍ୟାପୀ ପାଳନ କରାଯାଇଛି ମୁଖ୍ୟମନ୍ତ୍ରୀଙ୍କ 74ତମ ଜନ୍ମଦିବସ ।

ଜୀବନ ବିନ୍ଦୁ ମାଧ୍ୟମରେ ବିଜେଡି ପାଳୁଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଅନୁଗୋଳ, ଛେଣ୍ଡିପଦା, ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ଆଦିରେ ରକ୍ତଦାନ ସହ ଦେବାଦେବୀ ମନ୍ଦିରରେ ପୂଜା ମଧ୍ୟ କରିଛନ୍ତି ବିଜେଡି କର୍ମୀ ଓ ନେତା।

ଜିଲ୍ଲାରେ 3ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଯୁବବହିନୀ, ଯୁବ BJD ଓ ଛାତ୍ର BJD କର୍ମୀ ମାନେ ଏହି ଶିବିରରେ ରକ୍ତଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା ସହ ସମସ୍ତେ ନିଜସ୍ବ ଆଗ୍ରହରେ ରକ୍ତଦାନ କରୁଛନ୍ତି । ଜୀବନ ବିନ୍ଦୁ ଓ ଜିଲ୍ଲା ରକ୍ତ ଭଣ୍ଡାର ମିଳିତ ସହଯୋଗରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶିବିର ଆୟୋଜନ କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ମୁଖ୍ୟ ମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି BJD ନେତାଙ୍କ ସମୂହ ଦୀପ ଦାନ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଅନୁଗୋଳ ଜିଲ୍ଲା BJD ପକ୍ଷରୁ ଜିଲ୍ଲାବ୍ୟାପି ପାଳନ କରାଯାଇଛି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 74 ତ୍ତମ ଜନ୍ମଦିବସ. Body:। ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଅନୁଗୋଳ, ଛେଣ୍ଡିପଦା, ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ଆଦିରେ ରକ୍ତ ଦାନ ସହ ଦେବା ଦେବୀ ମନ୍ଦିରରେ ପୂଜା ମଧ୍ୟ କରିଛନ୍ତି BJD କର୍ମୀ ଓ ନେଟଏ । ଜିଲ୍ଲାରେ 3ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ ରଖାଯାଇଥିବା ବେଳେ ବିଜୁ ଯୁବବହିନୀ, ଯୁବ BJD ଓ ଛାତ୍ର BJD କର୍ମୀ ମାନେ ଏହି ଶିବିର ରର ରକ୍ତଦାନ କରୁଛନ୍ତି। ମୁଖ୍ୟ ମନ୍ତ୍ରୀଙ୍କ ଜନ୍ମ ଦିନରେ ତାଙ୍କ ଦୀର୍ଘାୟୁ କାମନା ସହ ସମସ୍ତେ ବୋହୁ ଆଗ୍ରହ ରେ ରକ୍ତ ଦାନ କରୁଛନ୍ତି । ।
Byte 2 ପ୍ରିୟଦର୍ଶୀ ପଟ୍ଟନାୟକ, BJD ନେତା
Byte 2 ଅଶୋକ ସାହୁ, ଛାତ୍ର ନେତାConclusion:ଜୀବନ ବିନ୍ଦୁ ଓ ଜିଲ୍ଲା ରକ୍ତ ଭଣ୍ଡାର ମିଳିତ ସହଯୋଗରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶିବିର ଆୟୋଜନ କରାଯାଇଛି.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.