ETV Bharat / state

ଶୈଳ ଶ୍ରୀକ୍ଷେତ୍ର ଇତିହାସରେ ପ୍ରଥମ, କୋରୋନା ପାଇଁ ଗଡିଲାନି ରଥ

author img

By

Published : Jun 23, 2020, 7:44 PM IST

ଶୈଳ ଶ୍ରୀକ୍ଷେତ୍ର ଇତିହାସରେ ପ୍ରଥମ ଘଟଣା ମହାମାରୀ କୋରୋନା ପାଇଁ ଗଡିଲାନି ଚତୁର୍ଦ୍ଦା ମୂର୍ତ୍ତିଙ୍କ ରଥ । ଅନୁଗୋଳରେ ରଥ ଗଡି ନ ଥିବାରୁ ଏହା ପ୍ରତିଟି ଭକ୍ତ ଓ ଶ୍ରଦ୍ଧାଳୁର ମାନକୁ ଆନ୍ଦୋଳିତ କରିଛି । ଅଧିକ ପଢନ୍ତୁ...

anugul-ratha-yatra-2020
ଶୈଳ ଶ୍ରୀକ୍ଷେତ୍ର ଇତିହାସରେ ପ୍ରଥମ, କୋରୋନା ପାଇଁ ଗଡିଲାନି ରଥ

ଅନୁଗୋଳ: ଶୈଳ ଶ୍ରୀକ୍ଷେତ୍ରରେ ଇତିହାସରେ ପ୍ରଥମ ଘଟଣା । କୋଭିଡ 19 ପାଇଁ ଜାରି ହୋଇଥିବା କଟକଣା ଓ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ଅନୁସାରେ ଏଥର ପ୍ରଥମକରି ଚତୁର୍ଧା ମୂର୍ତିଙ୍କ ରଥଯାତ୍ରା ହୋଇନାହିଁ ।

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ପ୍ରଥମ କରି ରଥଯାତ୍ରା ହୋଇନାହିଁ । ଜାରି ହୋଇଥିବା ନିର୍ଦେଶନାମା ଅନୁସାରେ ଏଥର ରଥଯାତ୍ରା କରାଯାଇ ନାହିଁ । କେବଳ କଟକଣା ମଧ୍ୟରେ ସ୍ନାନଯାତ୍ରା କରାଯାଇଥିବା ବେଳେ ରଥଯାତ୍ରାକୁ ନ କରାଯିବା ପାଇଁ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି । ଯେଉଁ ନିର୍ଦେଶନାମା ଅନୁସାରେ ଯାତ୍ରା ପାଳନ କରାଯାଇ ନାହିଁ । ମନ୍ଦିରରେ ବାହାରେ ତିନି ରଥ ପ୍ରସ୍ତୁତ ରହିଥିଲେ ମଧ୍ୟ ମନ୍ଦିର ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି । କେହି ଭକ୍ତ ମନ୍ଦିର ନ ଆସିବାକୁ ପୂର୍ବରୁ ବରଣ ରହିଛି ।

ସେପଟେ ଶୈଳ ଶ୍ରୀକ୍ଷେତ୍ରର ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ଆଜି ଠାକୁର ମାନଙ୍କୁ ନ ପାଇଁ ହତଶିରି ହୋଇ ରହିଛି । ପ୍ରଥମ କରି ଅନୁଗୋଳରେ ରଥ ନ ଗଡି ଥିବାରୁ ଏହା ପ୍ରତିଟି ଭକ୍ତ ଓ ଶ୍ରଦ୍ଧାଳୁର ମାନକୁ ଆନ୍ଦୋଳିତ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.