ETV Bharat / state

ସିଏଏକୁ ମହିଳା ସାଂସ୍କୃତିକ ସଙ୍ଗଠନର ବିରୋଧ - protest against caa

ସିଏଏ ଓ ଏନଆରସି ବିରୋଧରେ ସାରା ଦେଶରେ ଦେଖାଦେଇଛି ଆନ୍ଦୋଳନ । ଏହି ପରିପ୍ରେକ୍ଷୀରେ ଅନୁଗୋଳରେ ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

CAA PROTEST
ସିଏଏକୁ ମହିଳା ସାଂସ୍କୃତିକ ସଂଗଠନର ବିରୋଧ
author img

By

Published : Feb 4, 2020, 9:26 PM IST

ଅନୁଗୋଳ: କେନ୍ଦ୍ର ସରକାର ଲାଗୁ କରିଥିବା ଏନଆରସି ଓ ସିଏଏ ବିରୁଦ୍ଧରେ ଅନୁଗୋଳରେ ଦେଖିବାକୁ ମିଳିଛି ପ୍ରତିବାଦ । ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଏହି ଆଇନକୁ ଲାଗୁ ନ କରିବାକୁ ଦାବି କରି ସଙ୍ଗଠନ ।

ସିଏଏକୁ ମହିଳା ସାଂସ୍କୃତିକ ସଂଗଠନର ବିରୋଧ

ପ୍ରତିବାଦରେ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଥମେ ସଙ୍ଗଠନର ବହୁ ମହିଳା ସଦସ୍ୟ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଅନୁଗୋଳ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖୀନ ବିକ୍ଷୋଭ କରିଥିଲେ । ଦେଶରେ ବେକାରୀ, ନାରୀ ନିର୍ଯାତନା ବଢି ଚାଲିଛି । ଲୋକେ ରୋଜଗାର ହରାଉଛନ୍ତି । ଏଭଳି ସ୍ଥିତିରେ କେବଳ ସମସ୍ତଙ୍କ ନଜର ହଟାଇବା ପାଇଁ ଏହି ଆଇନ ଲାଗୁ କରିଥିବା ସଙ୍ଗଠନ ଅଭିଯୋଗ କରିଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କେନ୍ଦ୍ର ସରକାର ଲାଗୁ କରିଥିବା NRC, CAA ବିରୁଦ୍ଧ ରେ ଅନୁଗୋଳ ରେ ଦେଖିବାକୁ ମିଳିଛି ପ୍ରତିବାଦ । ଅଲଇଣ୍ଡିଆ ମହିଳା ସଂସ୍କୃତିକ ସଂଗଠନ ପକ୍ଷରୁ ସରକାର ଙ୍କ ପକ୍ଷରୁ ଲାଗୁ ହୋଇଥିବା ଏହି ଆଇନ କୁ ଲାଗୁ ନ କରାଯିବାକୁ ଦାବି କରି ସଂଗଠନ ।

Body:କେନ୍ଦ୍ର ସରକାର ଲାଗୁ କରିଥିବା NRC, CAA ବିରୁଦ୍ଧ ରେ ଅନୁଗୋଳ ରେ ଦେଖିବାକୁ ମିଳିଛି ପ୍ରତିବାଦ । ଅଲଇଣ୍ଡିଆ ମହିଳା ସଂସ୍କୃତିକ ସଂଗଠନ ପକ୍ଷରୁ ସରକାର ଙ୍କ ପକ୍ଷରୁ ଲାଗୁ ହୋଇଥିବା ଏହି ଆଇନ କୁ ଲାଗୁ ନ କରାଯିବାକୁ ଦାବି କରି ସଂଗଠନ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ସଂଗଠନ ର ବହୁ ସଂଖ୍ୟାରେ ମହିଳା ସଦସ୍ୟ ଏକ ପ୍ରତିବାଦ ଶୋଭା ଯାତ୍ରା ରେ ଅନୁଗୋଳ ସହର ପରିକ୍ରମା କରି ଜିଲାପାଳ ଙ୍କ ଅଫିସ ସମ୍ମୁଖୀନ ବିକ୍ଷୋଭ କରିଥିଲେ । ଦେଶରେ ବେକାରୀ , ନାରୀ ନିର୍ଯାତନା ବଢି ଚାଲିଛି । ଲୋକେ ରୋଜଗାର ହରାଉଛନ୍ତି । ଏଭଳି ସ୍ଥିତି ରେ କେବଳ ସମସ୍ଥ ଙ୍କ ନଜର ହଟାଇବା ପାଇଁ ଏହି ଆଇନ ଲାଗୁ କରିଥିବା ସଂଗଠନ ଅଭିଯୋଗ କରିଛି ।
byte -ମନ୍ଦ ଦୋରି ରାଉଳ , ବିକ୍ଷୋଭ କାରୀ ।

Conclusion:ଏନେଇ ଏକ ଦାବି ପତ୍ର ମଧ୍ୟ ପ୍ରଶାସନକୁ ପ୍ରଦାନ କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.