ETV Bharat / state

ପ୍ରେମ ନେଲା ଜୀବନ ! ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର - ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ପ୍ରେମ ଯୋଗୁଁ ହତ୍ୟା ଅଭିଯୋଗ । ଅନୁଗୋଳ ଆମ୍ବସରମୁଣ୍ଡା ପଞ୍ଚାୟତ ବନ୍ଦ ସାହିରେ ଜଣେ ଯୁବକଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

dead body
ପ୍ରେମ ନେଲା ଜୀବନ ! ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Jan 4, 2020, 4:16 PM IST

ଅନୁଗୋଳ: ଜିଲ୍ଲା ଆମ୍ବସରମୁଣ୍ଡା ପଞ୍ଚାୟତ ବନ୍ଦ ସାହିରେ ଅଘଟଣ । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ମାନସ ନାଏକ । ସେପଟେ, ହତ୍ୟା ଅଭିଯୋଗ ଆଣିଲେ ପରିବାର ।

ପ୍ରେମ ନେଲା ଜୀବନ ! ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ମାନସ ଶ୍ରମିକ ଭାବେ ବେଙ୍ଗାଲୁରୁରେ କାମ କରୁଥିବାବେଳେ ଗତ କିଛି ଦିନ ହେବ ସେ ଗାଁକୁ ଆସିଥିଲେ । ଗତକାଲି ରାତିରେ ସେ ଘରକୁ ଫେରିନଥିବାବେଳେ ଶନିବାର ତାଙ୍କ ମୃତଦେହକୁ ଗାଁ ନିକଟସ୍ଥ ଏକ ଆମ୍ବ ଗଛରୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ, ମାନସଙ୍କ ସେହି ଗାଁର ଜଣେ ଝିଅଙ୍କ ସହିତ ସମ୍ପର୍କ ରହିଥିଲା । ଏହି ଘଟଣା ବିଷୟରେ ଝିଅ ଘର ଜାଣିବା ପରେ ମାନସଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ଠାକୁରଗଡ ପୋଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପ୍ରେମ ପାଇଁ ଯୁବକର ଜୀବନ ଯାଇଥିବା ଅଭିଯୋଗ Body:ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଆମ୍ବସରମୁଣ୍ଡା ପଞ୍ଚୟତର ବନ୍ଦ ସାହିରେ ଘଟିଛି ଏହି ଘଟଣା । ବେକରେ ରସି ଲଗା ଅବସ୍ଥାରେ ମୃତଦେହ ଉଧାର ହୋଇଛି ଯୁବକର ମୃତଦେହ । ଯୁବକ ଜଣକ ମାନସ ନାଏକ । ସେ ବାଙ୍ଗାଲୋରରେ ଶ୍ରମିକ ଭାବେ କାମ କରୁଥିଲା । କିଛି ଦିନ ହେଲା ଗାଁ କୁ ଆସିଥିଲା । ଗତ କାଲି ରାତିରେ ଘରୁ ଯାଇ ଆଉ ଫେରି ନଥିଲା। ଆଜି ସକାଳେ ଗାଁ ନିକଟସ୍ଥ ଏକ ଆମ୍ବ ଗଛରେ ଶବ ଝୁଲୁ ଥିବା ଦେଖିବାକୁ ମିଳିଥିଲା। ତେବେ ଏହାକୁ ମାନସର ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ମାନସର କୁଆଡେ ସେହି ଗ୍ରାମର ଜଣେ ଝିଅ ସହିତ ସମ୍ପର୍କ ଥିଲା । ତାର ଏହି ସମ୍ପର୍କ ବିଷୟରେ ପରିବାର ଲୋକ ଜାଣି ପାରି ତାକୁ ମାରି ଥାଇପାରନ୍ତି ବୋଲି ଅଭିଯୋଗ କରିଛନ୍ତି। Conclusion:ଅପର ପକ୍ଷରେ ଠାକୁଗଡ଼ ପୋଲିସ ଏସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.