ETV Bharat / state

ପାହାଡ ତଳ ଜଙ୍ଗଲରୁ ତିନି ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର - ଗଳିତ ମୃତଦେହ ଉଦ୍ଧାର

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବାଲିପଟା ପଞ୍ଚାୟତ ବାଲି କୁଦିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଙ୍ଗଲରୁ ଏକାସାଥୀରେ ତିନୋଟି ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

ପାହାଡ ତଳ ଜଙ୍ଗଲରୁ ତିନି ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jul 30, 2020, 10:22 AM IST

ଅନୁଗୋଳ: ଜିଲ୍ଲା ଛେଣ୍ଡିପଦା ବାଲିପଟା ପଞ୍ଚାୟତ ବାଲି କୁଦିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଙ୍ଗଲରୁ ଏକାସାଥୀରେ ତିନୋଟି ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଅଛି ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କ ଗଳିତ ମୃତଦେହ ।

ପାହାଡ ତଳ ଜଙ୍ଗଲରୁ ତିନି ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

ବୁଧବାର ସନ୍ଧ୍ୟାରେ ଜଣେ ଛେଳି ଚରାଇବାକୁ ଯାଇ ଏହା ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ତେବେ ଉଦ୍ଧାର ହୋଇଥିବା ମୃତକ କିଏ ଓ ମୃତ୍ୟୁର କାରଣ କଣ ତାହା ଜଣାପଡିନାହିଁ। ତେବେ ଏହା ତ୍ରିକୋଣୀୟ ପ୍ରେମର ପରିଣତି ବୋଲି ସନ୍ଦେହ କରାଯାଉଛି।

ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ। ମୃତକ ମାନଙ୍କ ନାଁ ଜଣାପଡି ନଥିଲେ ମଧ୍ୟ ନିକଟସ୍ଥ ପଳାଶ ବଣିଆ ଗାଁର ବୋଲି ଅନୁମାନ କରାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.