ETV Bharat / state

ଅନୁଗୋଳରେ 2 ଦିନିଆ କ୍ୟାମେରା ପ୍ରଦର୍ଶନୀ: ଶୋଭା ପାଇଲା ଉଭୟ ପୁରୁଣା ଓ ନୂଆ କ୍ୟାମେରା - ଅନୁଗୋଳରେ 2 ଦିନିଆ କ୍ୟାମେରା ପ୍ରଦର୍ଶନୀ

ଅନୁଗୋଳ ଜିଲ୍ଲାର ଇକୋ ପାର୍କରେ ଅନୁଷ୍ଠିତ ହୋଇଥିଲା ଦୁଇଦିନିଆ କ୍ୟାମେରା ପ୍ରଦର୍ଶନୀ । ଏହାର ଉଦଯାପନୀରେ ସମସ୍ତ ପ୍ରକାର କ୍ୟାମେରାକୁ ମନଭରି ଦେଖିଲେ ଲୋକେ ।

ଅନୁଗୋଳରେ 2 ଦିନିଆ କ୍ୟାମେରା ପ୍ରଦର୍ଶନୀ ଉଦଯାପିତ

author img

By

Published : Jan 6, 2020, 11:37 AM IST

ଅନୁଗୋଳ: ଜିଲ୍ଲାର ଇକୋ ପାର୍କରେ ଅନୁଷ୍ଠିତ ହୋଇଯାଇଛି କ୍ୟାମେରା ପ୍ରଦର୍ଶନୀ । 1939 ମସିହାର କ୍ୟାମେରା ଠାରୁ ଆରମ୍ଭ କରି ଆଜିର ଅତ୍ୟାଧୁନିକ କ୍ୟାମେରା ପ୍ରଦର୍ଶନୀ ହୋଇଥିଲା । ଏହି ଦୁଇ ଦିନିଆ କ୍ୟାମେରା ପ୍ରଦର୍ଶନୀର ଶେଷ ସନ୍ଧ୍ୟାରେ ଖୁବ୍ ମଜା ଉଠାଇଥିଲେ ଲୋକେ ।

ଅନୁଗୋଳରେ 2 ଦିନିଆ କ୍ୟାମେରା ପ୍ରଦର୍ଶନୀ ଉଦଯାପିତ

ଦୁଇ ଦିନିଆ କ୍ୟାମେରା ପ୍ରଦର୍ଶନୀ ସୋମବାର ଶେଷ ହୋଇଛି । ସହରର ଦୁଇ ଫଟୋ ଗ୍ରାଫର ଅନନ୍ତ ନାୟକ ଓ ଅମ୍ବିକା ପ୍ରସାଦ ଦାସ ଏହି କ୍ୟାମେରା ପ୍ରଦର୍ଶନୀର ଆୟୋଜନ କରିଥିଲେ । ପୁରୁଣା ଦିନର କଳା ଧଳା କ୍ୟାମେରା ଠାରୁ ଆରମ୍ଭ କରି ଆଜି ଦିନର ଅତ୍ୟାଧୁନିକ କ୍ୟାମେରା ମାନ ଏଠାରେ ସର୍ବସାଧାରଣଙ୍କ ପାଇଁ ପ୍ରର୍ଦଶନ ହୋଇଥିଲା ।

ଲୋକଙ୍କୁ କ୍ୟାମେରା ବାବଦରେ ଜଣାଇବା ଉଦ୍ଧେଶ୍ୟରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଓସିଏ ଉପସଭାପତି ଅକ୍ଷୟ ସାମନ୍ତ ଓ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଓ ପୌରପାଳିକାର ନିର୍ବାହୀ ଅଧିକାରୀ ଏହାକୁ ଉଦଘାଟନ କରିଥିଲେ । ଏଠାରେ ଉଭୟ ଭିଡିଓ ଓ ଷ୍ଟିଲ କ୍ୟାମେରା ମାନ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଗୋଟିଏ ସ୍ଥାନରେ 1939 ମସିହା ର କ୍ୟାମେରା ଠାରୁ ଆରମ୍ଭ କରି ଆଜି ଦିନର ଅତ୍ୟାଧୁନିକ କ୍ୟାମରା ର ପଦର୍ଶନୀ । ଅନୁଗୋଳ ଇକୋ ପାର୍କ ରେ ହୋଇଥିଲା ଦୁଇ ଦିନିଆ କ୍ୟାମେରା ପଦର୍ଶନୀ ବୁଲି ଦେଖିଲେ ସମସ୍ତେ ।

Body:ଅନୁଗୋଳ ରେ ଦୁଇ ଦିନିଆ କ୍ୟାମେରା ପଦର୍ଶନୀ ଶେଷ ହୋଇଛି । ସହର ର ଦୁଇ ଫଟୋ ଗ୍ରାଫର ଅନନ୍ତ ନାୟକ ଓ ଅମ୍ବିକା ପ୍ରସାଦ ଦାସ ଏହି କ୍ୟାମରା ପଦର୍ଶନୀ ର ଆୟୋଜନ କରିଥିଲେ । ପୁରୁଣା ଦିନର କଳା ଧଳା କ୍ୟାମେରା ଠାରୁ ଆରମ୍ଭ କରି ଆଜି ଦିନର ଅତ୍ୟାଧୁନିକ କ୍ୟାମେରା ମାନ ଏଠାରେ ସର୍ବସାଧାରଣଙ୍କ ପାଇଁ ପଦର୍ଦନ ହୋଇଥିଲା । ଲୋକଙ୍କୁ କ୍ୟାମେରା ବାବଦରେ ଜଣାଇବା ଉଦ୍ଧେଶ୍ୟରେ ଏହି ପଦର୍ଶନୀ ଆୟୋଜନ କରାଯାଇଥିଲା । ଓସିଏ ଉପସଭାପତି ଅକ୍ଷୟ ସାମନ୍ତ ଓ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଓ ପୌରପାଲିକା ର ନିର୍ବାହୀ ଅଧିକାରୀ ଏହାକୁ ଉଡଘାଟନ କରିଥିଲେ ।

Conclusion:ଏଠାରେ ଉଭୟ ଭିଡିଓ ଓ ଷ୍ଟିଲ କ୍ୟାମେରା ମାନ ପଦର୍ଶିତ ହୋଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.