ETV Bharat / state

ବିନା ପଞ୍ଜୀକରଣରରେ କୋଲକାତାରୁ ଅନୁଗୋଳ ଫେରିଲେ 10 ପ୍ରବାସୀ, ବଢିଲା ପ୍ରଶାସନର ଚିନ୍ତା - କୋଲକାତାରୁ ଅନୁଗୋଳ ଫେରିଲେ 10 ପ୍ରବାସୀ

ବିନା ପଞ୍ଜୀକରଣରେ କୋଲକାତାରୁ ଅନୁଗୋଳ ଆସିଲେ 10 ପ୍ରବାସୀ । ଯାହା ଏବେ ସ୍ଥାନୀୟ ପ୍ରଶାସନଙ୍କ ଚିନ୍ତା ବଢାଇ ଦେଇଛି । ଅଧିକ ପଢନ୍ତୁ...

ବିନା ପଞ୍ଜୀକରଣରରେ କୋଲକାତାରୁ ଅନୁଗୋଳ ଫେରିଲେ 10 ପ୍ରବାସୀ

author img

By

Published : Jun 27, 2020, 11:37 AM IST

Updated : Jun 27, 2020, 12:05 PM IST

ଅନୁଗୋଳ : ବିନା ପଞ୍ଜୀକରଣରେ କୋଲକାତାରୁ ଅନୁଗୋଳ ଆସିଲେ 10 ପ୍ରବାସୀ । ଏନେଇ ପ୍ରଶାସନ ତୁରନ୍ତ ଖବର ପାଇବା ପରେ ସମସ୍ତ ପ୍ରବାସୀଙ୍କ ସଙ୍ଗରୋଧରେ ରଖାଯାଇଛି । ପ୍ରାୟ 21 ଜଣ ଯାତ୍ରୀଙ୍କୁ ଧରି ଓଡିଶା ଆସିଥିବା ଏକ ବସରେ 10 ଜଣ ଅନୁଗୋଳରେ ଓହ୍ଲାଇଥିଲେ।

ବିନା ପଞ୍ଜୀକରଣରରେ କୋଲକାତାରୁ ଅନୁଗୋଳ ଫେରିଲେ 10 ପ୍ରବାସୀ

ଏହି ସମସ୍ତ ପ୍ରବାସୀଙ୍କୁ ଅନୁଗୋଳ ବାଳିକା ବିଦ୍ୟାଳୟରେ ଥିବା କ୍ବାରେଣ୍ଟାଇନରେ ରଖାଯାଇଛି । ସେପଟେ, ସମସ୍ତ ପ୍ରବାସୀଙ୍କୁ ଧରି ଫେରିଥିବା ଗାଡିଟି ଅନୁମତି ନେଇ ଆସିଛି କି ସେନେଇ ପରିବହନ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି । କୋଲକାତା ଫେରନ୍ତାଙ୍କ ଠାରେ ଅଧିକାଂଶ କୋରୋନା ଚିହ୍ନଟ ହେଉଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ଏହି ଘଟଣାରେ ଟ୍ରାଫିକ ଇନ୍ସପେକ୍ଟର ଓ ଅତିରିକ୍ତ ତହସିଲଦାର ତଦନ୍ତ କରୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jun 27, 2020, 12:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.