ETV Bharat / sports

Tokyo Olympics, Day 4: ବ୍ୟାଡମିଣ୍ଟନ-ପୁରୁଷ ଯୁଗଳରେ ହାରିଲା ଭାରତ

author img

By

Published : Jul 26, 2021, 11:29 AM IST

ଟୋକିଓ ଅଲମ୍ପିକର ପୁରୁଷ ଯୁଗଳ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଇଣ୍ଡୋନେସିଆ ଖେଳାଳିଙ୍କ ଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଯୋଡି ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ । ଅଧିକ ପଢନ୍ତୁ...

Tokyo Olympics, Day 4: Satwiksairaj-Chirag suffers defeat in men's doubles group match against Indonesia
Tokyo Olympics, Day 4: ବ୍ୟାଡମିଣ୍ଟନ-ପୁରୁଷ ଯୁଗଳରେ ହାରିଲା ଭାରତ

ଟୋକିଓ: ଭାରତୀୟ ବ୍ୟାଡମିଣ୍ଟନ ଯୁଗଳ ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ନିରାଶ । ଟୋକିଓ ଅଲମ୍ପିକର ପୁରୁଷ ଯୁଗଳ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଇଣ୍ଡୋନେସିଆ ଖେଳାଳିଙ୍କ ଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଯୋଡି ।

ଇଣ୍ଡୋନେସିଆର ମାର୍କସ ଜିଡେନ ଓ କେଭିନ ସୁକାମୁଲଜୋଙ୍କ ଠାରୁ 21-13, 21-12 ସେଟ୍‌ରେ ହାରିଲେ, ସାତ୍ବିକସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.