ETV Bharat / sports

10ମ ବିବାହ ବାର୍ଷିକୀରେ ସ୍ବାମୀ ସୋଏବଙ୍କୁ ସାନିଆଙ୍କ ଶୁଭେଚ୍ଛା - Sania Mirza 10th marriage anniversary

10ମ ବିବାହ ବାର୍ଷିକୀରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ସ୍ବାମୀ ପାକିସ୍ତାନର ଭେଟେରାନ ଅଲରାଉଣ୍ଡର ସୋଏବ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Sania's cheeky post for husband Shoaib on 10th marriage anniversary
10ମ ବିବାହ ବାର୍ଷିକୀରେ ସ୍ବାମୀ ସୋଏବଙ୍କୁ ସାନିଆଙ୍କ ଶୁଭେେଚ୍ଛା
author img

By

Published : Apr 13, 2020, 12:34 PM IST

ହାଇଦ୍ରାବାଦ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନିଆରା ଅନ୍ଦାଜରେ ପାଳୁଛନ୍ତି 10ମ ବିବାହ ବାର୍ଷିକୀ । ଏନେଇ ସାନିଆ, ସ୍ବାମୀ ପାକିସ୍ତାନର ଭେଟେରାନ ଅଲରାଉଣ୍ଡର ସୋଏବ ମଲ୍ଲିକଙ୍କ ସହ ଟ୍ବିଟରରେ ଏକ ମଜାଦାର ଫଟୋ ପୋଷ୍ଟ କରିଛନ୍ତି । ଏଥିସହିତ ସୋଏବଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି ।

2010ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଦୁଇ ଚର୍ଚ୍ଚିତ କ୍ରୀଡାବିତ । ଏହି ଷ୍ଟାର ଦମ୍ପତିଙ୍କ ସହ ବର୍ଷକର ପୁଅ ଇଜହାନ ମଧ୍ୟ ରହିଛନ୍ତି ।

ନିକଟରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା, ଲକଡାଉନରେ ପ୍ରଭାବିତ ପ୍ରାୟ ଏକ ଲକ୍ଷ ଅସହାୟ ଲୋକଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ 1.25 କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.