ETV Bharat / sports

ଅହମ୍ମଦାବାଦରେ ସଂସ୍କରାଧାମ ସ୍ପୋଷ୍ଟ୍ସଏକାଡେମୀ ଉଦ୍ଘାଟନ କଲେ କ୍ରୀଡାମନ୍ତ୍ରୀ

author img

By

Published : Sep 8, 2019, 11:50 PM IST

କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ ଗୁଜୁରାଟର ଅହମ୍ମଦାବାଦରେ ଏକ ସ୍ପୋଷ୍ଟ୍ସଏକାଡେମୀର ଉଦ୍ଘାଟନ କରିଛନ୍ତି । ଯାହାର ନାମ ରହିଛି ସଂସ୍କରାଧାମ ସ୍ପୋଷ୍ଟ୍ସ ଏକାଡେମୀ ।

ଫଟୋ ସୌଜନ୍ୟ: twitter@Media_SAI

ଅହମ୍ମଦାବାଦ: କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ ଗୁଜୁରାଟର ଅହମ୍ମଦାବାଦରେ ଏକ ସ୍ପୋଷ୍ଟ୍ସଏକାଡେମୀର ଉଦ୍ଘାଟନ କରିଛନ୍ତି । ଯାହାର ନାମ ରହିଛି ସଂସ୍କରାଧାମ ସ୍ପୋଷ୍ଟ୍ସ ଏକାଡେମୀ । ନୂତନ ଖେଳାଳିଙ୍କୁ ଉପଯୁକ୍ତ ତାଲିମ ଦିଗରେ ଏହି ଏକାଡେମୀ ସହାୟକ ହେବ ।

Sanskardham Sports Academy
ଫଟୋ ସୌଜନ୍ୟ: twitter@Media_SAI

ଉଦ୍ଘାଟନି ଉତ୍ସବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଉପସ୍ଥିତ ରହିଥିଲେ। ରିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ତଥା ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ବିଜେତା ଦୀପା ମଲ୍ଲିକ ଉପସ୍ଥିତ ଥିଲେ । ଏଥିସହିତ ବିଶ୍ବନାଥ ଆନନ୍ଦ, ମେରି କମ ଓ ଗଗନ ନାରଙ୍ଗ ମଧ୍ୟ ଯୋଗ ଦେଇଥିଲେ ।

ପ୍ରଥମ ମହିଳା ପାରା ଆଥଲେଟ ଭାବେ ଦୀପା ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଛନ୍ତି । ଅଳ୍ପ ବୟସରୁ ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ସ୍ପୋଷ୍ଟ୍ସ ଏକାଡେମୀ ସହାୟକ ହେବ ବୋଲି ଦୀପା କହିଛନ୍ତି । ଅନେକ ପ୍ରତିଭା ଭବିଷ୍ୟତରେ ଏହି ଏକାଡେମୀରେ ପ୍ରଶିକ୍ଷଣ ନେଇ ଦେଶର ପ୍ରତିନିଧିତ୍ବ କରିବା ନେଇ ଆଶା ରଖିଛନ୍ତି କହିଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.