ETV Bharat / sports

ନୂଆ କୋଚ ନିଯୁକ୍ତି ପାଇଁ ଉପଯୁକ୍ତ ସମୟ: ସରଥ କମଲ - TTFI find a coach

ଟେବୁଲ ଟେନିସ ଫେଡେରେସନ ଅଫ ଅଇଣ୍ଡିଆ(TTFI)କୁ ଟେବୁଲ ଟେନିସ ଷ୍ଟାର ସରଥ କମଲଙ୍କ ଅପିଲ । ଏବେ କୋଚ ନିଯୁକ୍ତିର ଉପଯୁକ୍ତ ସମୟ ।

TTFI  find a coach
ନୂଆ କୋଚ ନିଯୁକ୍ତି ପାଇଁ ଉପଯୁକ୍ତ ସମୟ: ସରଥ କମଲ
author img

By

Published : Mar 28, 2020, 11:07 AM IST

ଚେନ୍ନାଇ: 2021 ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକ୍ସକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଏହା ଭାରତୀୟ ଟେବୁଲ ଟେନିସ ଟିମ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।

କାରଣ 2018 ଜାକର୍ତ୍ତା ଏସିଆନ ଗେମ୍ସ ଠାରୁ ବିନା କୋଚରେ ଖେଳିଛି ଭାରତ । ସେଥିପାଇଁ ବର୍ତ୍ତମାନ ଜଣେ କୋଚଙ୍କୁ ନିଯୁକ୍ତ କରିବାର ସଠିନ ସମୟ କହିଛନ୍ତି ଟେବୁଲ ଟେନିସ ଷ୍ଟାର ସରଥ କମଲ ।

ଟେବୁଲ ଟେନିସ ଫେଡେରେସନ ଅଫ ଅଲଇଣ୍ଡିଆ(TTFI) କାନାଡାର ଡେଜେନ ପାପିକଙ୍କୁ 2019ରେ ନିଯୁକ୍ତି ଦେଇଥିଲା । ମାତ୍ର ଆହତ ସମସ୍ୟା ଯୋଗୁଁ ଭାରତୀୟ ଦଳ ସହ ଯୋଗ ଦେଇପାରିନଥିଲେ ଡେଜାନ ।

ବର୍ତ୍ତମାନ ଜଣେ ବିଦେଶୀ କୋଚଙ୍କ ନିୟୁକ୍ତି ପାଇଁ ସମୟ ରହିଛି । କୋଚଙ୍କ ଉପସ୍ଥିତିରେ ଭାରତୀୟ ଖେଳାଳି ଅଧିକ ପ୍ରଭାବି ସାବ୍ୟସ୍ତ ହୋଇପାରିବେ । ତେବେ କେବଳ ଆଗାମୀ ଅଲମ୍ପିକ୍ସ ଗେମ୍ସକୁ ଦୃଷ୍ଟିରେ ରଖି ନୁହେଁ ପରବର୍ତ୍ତୀ ସଂସ୍କରଣ ପାଇଁ ମଧ୍ୟ ନିୟମିତ କୋଚଙ୍କ ଆବଶ୍ୟକତା ରହିଛି କହିଛନ୍ତି ଭାରତର ସର୍ବାଧିକ ଅନୁଭବ ଖେଳାଳି ସରଥ କମଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.