ETV Bharat / sports

ବିଶ୍ବ କୁସ୍ତି ଚମ୍ପିଆନସିପ: ପ୍ରଥମ ରାଉଣ୍ଡରୁ ସୁଶୀଲଙ୍କୁ ଝଟକା

author img

By

Published : Sep 20, 2019, 7:35 PM IST

ବିଶ୍ବ କୁସ୍ତି ଚମ୍ପିଆନସିପରେ ଭାରତର ଷ୍ଟାର କୁସ୍ତି ଯୋଦ୍ଧା ସୁଶୀଲ କୁମାର 74କେଜି ବର୍ଗର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂର-ସୁଲତାନ(କଜାଖସ୍ତାନ): ଏଠାରେ ଚାଲିଥିବା ବିଶ୍ବ ଚମ୍ପିଆନିସପରେ ଭାରତକୁ ଲାଗିଛି ଶକ୍ତ ଝଟକା । ଭାରତର ଷ୍ଟାର କୁସ୍ତି ଯୋଦ୍ଧା ସୁଶୀଲ କୁମାର 74କେଜିର ବର୍ଗର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ସେ ପ୍ରଥମ ରାଉଣ୍ଡ ବାଉଟରେ 9-11ରେ ଆଜାରବଇଜାନର ଖାଦଜିମୁରାଦ ଗାଡଜିୟେଭଙ୍କଠାରୁ ପରାସ୍ତ ହୋଇଛନ୍ତି ।

ସେହିପରି ଅନ୍ୟତମ ଭାରତୀୟ ରେସଲର ସୁମିତ୍‌ ମଲ୍ଲିକ, କରଣ ମୋର ମଧ୍ୟ ନିଜ ନିଜ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ତେବେ ସୁଶୀଲ ପ୍ରଥମ ହାପରେ 9-4 ପଏଣ୍ଟରେ ଆଗୁଆ ଥିଲେ । କିନ୍ତୁ କ୍ରମାଗତ 7 ପଏଣ୍ଟ ହରାଇ ବାଉଟ୍‌ ହାତଛଡ଼ା କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.