ETV Bharat / sports

ଅଭ୍ୟାସକୁ ଫେରିବେ ଭାରତୀୟ ଆଥଲେଟ: କ୍ରୀଡା ମନ୍ତ୍ରଣାଳୟର ଗ୍ରିନ ସିଗନାଲ

author img

By

Published : May 19, 2020, 1:24 PM IST

ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଓ ଷ୍ଟାଡିୟମ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିବା ପରେ, ଅଭ୍ୟାସ ପାଇଁ କ୍ରୀଡା ମନ୍ତ୍ରଣାଳୟ ମଧ୍ୟ ସବୁଜ ସଙ୍କେତ ଦେଇଛି ।

Sports ministry gives green signal for training to resume in stadia as per MHA guidelines
ଅଭ୍ୟାସକୁ ଫେରିବେ ଭାରତୀୟ ଆଥଲେଟ: କ୍ରୀଡା ମନ୍ତ୍ରଣାଳୟର ଗ୍ରିନ ସିଗନାଲ

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ଦେଶରେ ଲାଗୁ ହୋଇଛି 4ର୍ଥ ପର୍ଯ୍ୟାୟ ଲକଡାଉନ । ତେବେ ଏହି ପର୍ଯ୍ୟାୟରେ ଦେଶରେ ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହାପରେ ଆଥଲେଟଙ୍କୁ ଅଭ୍ୟାସ ପାଇଁ କ୍ରୀଡା ମନ୍ତ୍ରଣାଳୟ ମଧ୍ୟ ସବୁଜ ସଙ୍କେତ ଦେଇଛି ।

  • I'm happy to inform sportspersons and all concerned that sports activities will be conducted in sports complexes and stadia strictly in accordance with MHA guidelines and that of the States in which they are situated. However, use of gyms & swimming pools are still prohibited. pic.twitter.com/zDHECy09iF

    — Kiren Rijiju (@KirenRijiju) May 18, 2020 " class="align-text-top noRightClick twitterSection" data=" ">

ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ନିଜେ କ୍ରୀଡାମନ୍ତ୍ରୀ ଷ୍ଟାଡିୟମ ପରଦର୍ଶନ କରି ଫଟୋ ମଧ୍ୟ ସେୟାର କରିଛନ୍ତି । ଟ୍ବିଟରେ ଦେଶର ସମସ୍ତ କ୍ରୀଡାବିତଙ୍କ ଉଦ୍ଦେଶ୍ୟରେ ଅଭ୍ୟାସ ଆରମ୍ଭ କରିବା ନେଇ ମଧ୍ୟ କହିଛନ୍ତି ।

ତେବେ ସୁଇମିଂ ପୁଲ ଓ ଖେଳାଳିଙ୍କୁ ଜିମ ବ୍ୟବହାର କରିବା ଉପରେ ପୂର୍ବ କଟକଣା ବଳବତ୍ତର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.