ETV Bharat / sports

ଆଜି ଦିନର ଖେଳସୂଚୀ

author img

By

Published : Jul 31, 2019, 7:54 AM IST

ନଜର ପକାନ୍ତୁ, କେଉଁ କେଉଁ ସ୍ପୋର୍ଟ୍ସ ଇଭେଣ୍ଟ ଆଜିର ଦିନରେ ରହିଛି

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଜି ପୁରା ଦିନରେ ଖେଳ ଖବର ଆମେ ଆପଣ ମାନଙ୍କ ପାଖରେ ପହଚାଁଇବୁ । ତେବେ ଥାଇଲାଣ୍ଡ ଓପନ ବ୍ୟାଡ ମିଣ୍ଟନରୁ ଆଜି ଦିନର କ୍ରୀଡାଜଗତ ଚଳଚଞ୍ଚଳ ହେଉଛି ।

ତେବେ ନଜର ପକାନ୍ତୁ, କେଉଁ କେଉଁ ସ୍ପୋର୍ଟ୍ସ ଇଭେଣ୍ଟ ଆଜିର ଦିନରେ ରହିଛି ।

  • ସକାଳ 10.00- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)- ସୌରଭ ବର୍ମା ବନାମ କାନ୍ତାତସୁନିମୟା ( ଜାପାନ )
  • ସକାଳ 10.10- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)
  • ସକାଳ 10.45- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)
  • ସକାଳ 11.40- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)- କିଡାମ୍ବୀ ଶ୍ରୀକାନ୍ତ ବନାମ ପେନ ବୋ ରେନ
  • ସକାଳ 12.25- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)
  • ଅପରାହ୍ନ 1.00- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)
  • ଅପରାହ୍ନ 1.10- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)
  • ଅପରାହ୍ନ 2.00- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)-ସାଇନା ନେହ୍ବାଲ ବନାମ ପେଙ୍ଗା ବୋ ରେନ(ଚାଇନା)
  • ଅପରାହ୍ନ 2.30- 3ୟ ଦିନିକିଆ, ଶ୍ରୀଲଙ୍କା ବନାମ ବାଂଲାଦେଶ
  • ଅପରାହ୍ନ 4.20- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ) - ବି ସାଇ ପ୍ରଣୀଥ ବନାମ କାନଟୋଫନା(ଥାଇଲାଣ୍ଡ)
  • ସଂଧ୍ୟା 7.00- କ୍ରିକେଟ 2ୟ ଟେଷ୍ଟ ୱେଷ୍ଟଇଣ୍ଡି-ଏ ବନାମ ଇଣ୍ଡିଆ-ଏ
  • ସଂଧ୍ୟା 8.30- ପ୍ରୋ କାବାଡି ଲିଗ୍‌- ହରିୟାଣା ଷ୍ଟିଲର୍ସ ବନାମ ୟୁପି ଯୋଦ୍ଧା

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.