ETV Bharat / sports

ଆଜି ଦିନର ଖେଳସୂଚୀ

ଆଜି ଥାଇଲାଣ୍ଡ ଓପନର ଗୁରୁତ୍ବପୂର୍ଣ୍ଣ ଫାଇନାଲ ମୁକାବିଲା ଖେଳାଯିବ । ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିବା ଆସେସ ଟେଷ୍ଟର 4ର୍ଥ ଦିନର ଖେଳ ମଧ୍ୟ ରହିଛି । ଏହାସହ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 2ୟ ଟି-20 ମୁକାବିଲା ମଧ୍ୟ ଖେଳାଯିବ ।

author img

By

Published : Aug 4, 2019, 11:42 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଜି ପୁରା ଦିନରେ ଖେଳ ଖବର ଆମେ ଆପଣଙ୍କ ପାଖରେ ପହଞ୍ଚାଇବୁ । ତେବେ ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଫାଇନାଲରୁ ଆଜି ଦିନର କ୍ରୀଡାଜଗତ ଚଳଚଞ୍ଚଳ ହେଉଛି ।

ଅପରାହ୍ନ 12.00 (ବ୍ୟାଡମିଣ୍ଟନ-ଥାଇଲାଣ୍ଡ ଓପନ)
ସାତ୍ତିକସାଇରାଜ ରାଙ୍କିରେଡ୍ଡି/ଚିରାଗ ସେଟ୍ଟି ବନାମ ଲି ଜୁନ ହୁଇ/ଲିଉ ୟୁ ଚେନ(ଚାଇନା)

ଅପରାହ୍ନ 3.30(କ୍ରିକେଟ-ପ୍ରଥମ ଆସେସ ଟେଷ୍ଟ. 4ର୍ଥ ଦିନ)
ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ

ସନ୍ଧ୍ୟା 7.30(ପ୍ରୋ କବାଡି, 7ମ ସଂସ୍କରଣ)
ହରିୟାଣା ଷ୍ଟିଲରସ ବନାମ ତାମିଲ ଥାଲାଇଭାସ

ସନ୍ଧ୍ୟା 8.00(କ୍ରିକେଟ-2ୟ ଟି20)
ଭାରତ ବନାମ- ୱେଷ୍ଟଇଣ୍ଡିଜ

ସନ୍ଧ୍ୟା 8.30(ପ୍ରୋ କବାଡି, 7ମ ସଂସ୍କରଣ)
ପାଟନା ପାଇରାଟସ ବନାମ ପୁନେରି ପଲଟନ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.