ETV Bharat / sports

ବିଜେପିରେ ମିଶିଲେ ପାରା ଅଲମ୍ପିଆନ ଦୀପା ମଲ୍ଲୀକ - Deepa Malik

ବିଜେପିରେ ମିଶିଲେ ପାରା ଅଲମ୍ପିଆନ ଦୀପା ମଲ୍ଲିକ

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Mar 25, 2019, 7:55 PM IST

ନୂଆଦିଲ୍ଲୀ: କ୍ରୀଡା ଓ ରାଜନୀତିର ମିଶ୍ରଣ କିଛି ନୂଆ କଥା ନୁହେଁ । ମାତ୍ର ଏଥର ଏହି ମିଶ୍ରଣ ପର୍ବରେ ଜଣେ ପାରା ଅଲମ୍ପିଆନ ସାମିଲ ହୋଇଛନ୍ତି । ଭାରତୀୟ ଷ୍ଟାର ପାରା ଅଲମ୍ପିଆନ ଦୀପା ମଲ୍ଲୀକ ସୋମବାର ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଆଜି ହରିଆଣାର ବିଜେପି ସଭାପତି ଶୁଭାଷ ବରାଳ ଓ ସାଧାରଣ ସମ୍ପାଦକ ଅନିଲ ଜେନାଙ୍କ ନେତୃତ୍ବରେ ଦୀପା ଦଳରେ ସାମିଲ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଜେନା କହିଛନ୍ତି, ଆମେ ତାଙ୍କୁ ଦଳକୁ ସ୍ବାଗତ ଜଣାଉଛୁ । ନିଶ୍ଚୟ ସେ ଆମ ଜଣେ ପାଇଁ ପ୍ରେରଣ ସାଜିବେ ।

ତେବେ ଏଠାରେ ସୂଚନାଥାଉ, ଦୀପା ପ୍ରଥମ ଭାରତୀୟ ମହିଳା ଆଥଲେଟ୍ସ, ଯେ କି ପାରା ଅଲମ୍ପିକରେ ଭାରତ ପାଇଁ ମେଡାଲ ଜିତିଛନ୍ତି । 48 ବର୍ଷିୟ ଦୀପା 2016 ରିଓ ଅଲମ୍ପିକର ସର୍ଟଫୁଟ ଥ୍ରୋରେ ରୌପ୍ୟ ପଦକ ହାତେଇଥିଲେ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.