ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ଆୟୋଜକ କିଟ୍ ବିଶ୍ବବିଦ୍ୟାଳୟକୁ ସଫଳତା । ରଗବୀ ଇଭେଣ୍ଟରେ ବାଜିମାତ କରିଛି ଓଡିଶାର ଏହି ବିଶ୍ବବିଦ୍ୟାଳୟ ।
-
The @kheloindia university games comes to a sweet end :)
— Rugby India (@RugbyIndia) February 28, 2020 " class="align-text-top noRightClick twitterSection" data="
Hosts @KIITUniversity clinch gold! 🥇
Congratulations girls! @asiarugby @WorldRugby @SocGen_India @KIITUniversity @IndiaSports @sports_odisha @CMO_Odisha pic.twitter.com/4PutnyQx0w
">The @kheloindia university games comes to a sweet end :)
— Rugby India (@RugbyIndia) February 28, 2020
Hosts @KIITUniversity clinch gold! 🥇
Congratulations girls! @asiarugby @WorldRugby @SocGen_India @KIITUniversity @IndiaSports @sports_odisha @CMO_Odisha pic.twitter.com/4PutnyQx0wThe @kheloindia university games comes to a sweet end :)
— Rugby India (@RugbyIndia) February 28, 2020
Hosts @KIITUniversity clinch gold! 🥇
Congratulations girls! @asiarugby @WorldRugby @SocGen_India @KIITUniversity @IndiaSports @sports_odisha @CMO_Odisha pic.twitter.com/4PutnyQx0w
ରଗବୀରେ ମହିଳା କିଟ୍ ବିଶ୍ବବିଦ୍ୟାଳୟର ଟିମ ସ୍ବର୍ଣ୍ଣ ପଦକ ବିଜେତା ହୋଇଛି । ପାଟଳିପୁତ୍ର ବିଶ୍ବବିଦ୍ୟାଳୟ, ପାଟନାକୁ 31-7ପଏଣ୍ଟରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ଓଡିଶାର କିଟ୍ ବିଶ୍ବବିଦ୍ୟାଳୟ ।
କିଟ୍ ବିଶ୍ବବିଦ୍ୟାଳୟର ପୁରୁଷ ଦଳ ମଧ୍ୟ ରଗବୀରେ ବ୍ରୋଞ୍ଜ ପଦକ ବିଜେତା ହୋଇଛି । ଲଭଲି ପ୍ରଭେସନାଲ ବିଶ୍ବବିଦ୍ୟାଳୟ, ଜଳନ୍ଧରକୁ ବ୍ରୋଞ୍ଜ ପଦକ ମୁକାବିଲାରେ 32-0ରେ ହରାଇଛି କିଟ୍ ବିଶ୍ବବିଦ୍ୟାଳୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ