ETV Bharat / sports

ଏସୀୟ ଭାରତ୍ତୋଳନ ଚମ୍ପିଆନସିପ୍‌: ସ୍ବର୍ଣ୍ଣ ଜିତିଲେ ଝିଲ୍ଲୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Apr 18, 2021, 4:56 PM IST

ଏସୀୟ ଭାରତ୍ତୋଳନ ଚମ୍ପିଆନସିପରେ ସ୍ବର୍ଣ୍ଣରେ ଚମକିଲେ ଓଡିଆ ଝିଅ ଝିଲ୍ଲୀ ଦଳବେହେରା । ଅଧିକ ପଢନ୍ତୁ...

Jhilli Dalabehera bagging gold medal at Senior Asian Weightlifting Championship
ଏସୀୟ ଭାରତ୍ତୋଳୋନ ଚମ୍ପିଆନସିପ୍‌: ସ୍ବର୍ଣ୍ଣ ଜିତିଲେ ଝିଲ୍ଲୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଏସୀୟ ଭାରତ୍ତୋଳନ ଚମ୍ପିଆନସିପରେ ସ୍ବର୍ଣ୍ଣରେ ଚମକିଲେ ଓଡିଆ ଝିଅ ଝିଲ୍ଲୀ ଦଳବେହେରା । ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ସିନିୟର ଏସୀୟ ଭାରତ୍ତୋଳନ ଚମ୍ପିଆନସିପରେ 45 କିଲୋଗ୍ରାମ ମହିଳା ବର୍ଗରେ ମୋଟ 157 କିଲୋଗ୍ରାମ ଭାର ଉଠାଇ ପ୍ରଥମ ହେବା ସହ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଫଳରେ ରାଜ୍ୟ ସହ ଦେଶ ପାଇଁ ମଧ୍ୟ ଗୌରବ ଆଣିଛନ୍ତି ଝିଲ୍ଲୀ ।

  • Congratulations to #Odisha's Jhilli Dalabehera on bagging gold medal in the 45kg women category at the Senior Asian Weightlifting Championship in Tashkent, Uzbekistan. Wish her all the best for future. #OdishaForSports https://t.co/ib3L5MtavE

    — Naveen Patnaik (@Naveen_Odisha) April 18, 2021 " class="align-text-top noRightClick twitterSection" data=" ">

ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝିଲ୍ଲୀଙ୍କୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭବିଷ୍ୟତ ପାଇଁ ସଫଳତା କାମନା କରିଛନ୍ତି ।

  • Congratulate Odisha’s Jhili Dalabehera for winning her maiden gold🏅at the Asian Weightlifting 🏋️‍♂️ Championship 2020. Wishing her many more sporting glories in the times ahead. May she continue to make Odisha and the country proud. https://t.co/00wonuT5F3

    — Dharmendra Pradhan (@dpradhanbjp) April 18, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ଷ୍ଟାର ଓଡିଆ ଧାବିକା ଶ୍ରାବଣୀ ନନ୍ଦଙ୍କ ସଫଳତାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି । ଜାମାଇକାର କିଙ୍ଗ୍ସଟନରେ ଭେଲୋସିଟି ଫେଷ୍ଟ9 ପ୍ରତିଯୋଗିତାରେ ମହିଳା 200 ମିଟର ଇଭେଣ୍ଟରେ 23.29 ସେକେଣ୍ଡରେ ପହଞ୍ଚି ତୃତୀୟ ହୋଇଛନ୍ତି ଶ୍ରାବଣୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.