ETV Bharat / sports

ଜର୍ମାନୀ ଯିବେ ଦୌଡ଼ ରାଣୀ ଦୂତି ଚାନ୍ଦ - ଜର୍ମାନୀ

ୱାର୍ଲ୍ଡ ଚାମ୍ପିୟନସିପ କୁ ଉନ୍ନିତ ହେବା ପାଇଁ ଜର୍ମାନିରେ ଦୌଡିବେ ଦୂତି ଚାନ୍ଦ । ଜର୍ମାନୀର ଏକ ସ୍ପୋର୍ଟ୍ସ ଟ୍ରେନିଂ ପାଇଁ ଦୁଇ ସପ୍ତାହ ରହିବେ ଦୂତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 7, 2019, 3:25 PM IST

ଭୁବନେଶ୍ବର: କିଛିଦିନ ତଳେ ୱାର୍ଲ୍ଡ ୟୁନିଭରସିଆଡ ଗେମ୍ସରେ ସ୍ବର୍ଣ୍ଣ ପଦକ ପାଇ ଥିବା ଓଡ଼ିଶାର ସୁନା ଝିଅ ଦୂତି ଏବେ ଯିବେ ଜର୍ମାନୀ । ୱାର୍ଲ୍ଡ ଚାମ୍ପିୟନସିପରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ 11.24 ସେକେଣ୍ଡରେ ଦୌଡିବାକୁ ହେବ ଦୂତିଙ୍କୁ । ତେଣୁ ଜର୍ମାନୀରେ ଦୂତି ୱାର୍ଲ୍ଡ ଚାମ୍ପିୟନସିପରେ ଦୌଡିବା ଆଶାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଜର୍ମାନୀର ଏକ ସ୍ପୋର୍ଟ୍ସ ଟ୍ରେନିଂ ପାଇଁ ଦୁଇ ସପ୍ତାହ ରହିବେ ଦୁତି, କିଭଳି ନିଜର ଦୌଡିବା ଟାଇମିଙ୍ଗ ଆହୁରି ଭଲ ହେବ ତା ଉପରେ ଦୁତି ସେଠାରେ ଟ୍ରେନିଂ ନେବେ। ଏହାସହ ଏକ ଘରୋଇ ପ୍ରତିଯୋଗତାରେ ମଧ୍ୟ ଦୌଡିବେ ଦୂତି । ଆଗକୁ ଆସୁଥିବା ୱାର୍ଲ୍ଡ ଚାମ୍ପିୟନସିପ ପାଇଁ ନିଶ୍ଚିତ କ୍ବାଲିଫାଏ କରିବେ ବୋଲି କହିଛନ୍ତି ଦୁତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଜର୍ମାନୀ ଯିବେ ଦୌଡ଼ ରାଣୀ ଦୁତି

Body:ଜର୍ମାନୀ ଯିବେ ଦୌଡ଼ ରାଣୀ ଦୁତି,
କିଛିଦିନ ତଳେ ୱାଡ଼ ୟୁନିଭରସିଟି ଗେମ ରେ ସ୍ୱର୍ଣ୍ଣ ପଦକ ପାଇ ଥିବା ଓଡ଼ିଶାର ସୁନା ଝିଅ ଦୁତି ଏବେ ଯିବେ ଜର୍ମାନୀ। ନିଜର ଦୌଡ଼ ର ଟାଇମିଙ୍ଗ କୁ ନେଇ ସବୁ ବେଳେ ଚର୍ଚ୍ଚା ରେ ଥିବା ଦୁତି ଏବେ ଜର୍ମାନୀ ଯିବେ। ଜର୍ମାନୀର ଏକ ସ୍ପୋର୍ଟ ଟେନିଂ ସେ ଦୁଇ ସପ୍ତାହ ରହିବେ ଦୁତି, କିଭଳି ନିଜର ରନ ର ଟାଇମିଙ୍ଗ ଆହୁରି ଭଲ ହେବ ତା ଉପରେ ଦୁତି ସେଠି ଟ୍ରେନିଂ ନେବେ। ଆଗକୁ ଆସୁଥିବା ଟେକିଓ ଆଲମ୍ପିକ ପାଇଁ ଦୁତି ପ୍ରସ୍ତୁତ ହେଉଥିବା ବେଳେ ଏହି ଦୁଇ ସପ୍ତାହ ର ଟ୍ରେଙ୍ଗ ତାଙ୍କ ପାଇଁ ଏକ ଲାଭ ଦାୟକ ହେବ ବୋଲି ଦୁତି ଇ ଟିଭି ସମୁଖ ରେ ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.