କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚମ୍ପିଆନସିପ୍ରେ ପୁଣି ଭାରତ ଜିତିଲା ସ୍ଵର୍ଣ୍ଣ । ମିକ୍ସ ଡବଲ୍ସ ଫାଇନାଲ ମ୍ୟାଚରେ ସିଙ୍ଗାପୁର ଯୋଡିକୁ ମାତ ଦେଇ ରେକର୍ଡ କରିଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଜି ସଥିୟାନ ଓ ଅର୍ଚ୍ଚନା କାମଥ ଯୋଡିଙ୍କ ଦମଦାର ଖେଳ ପ୍ରଦର୍ଶନ ବଳରେ ଫାଇନାଲ ମ୍ୟାଚକୁ 3-0 ସେଟରେ ଜିତି ନେଇଛି ଭାରତ ।
ତେବେ ଏହି ବିଜୟ ଭାରତର ମନୋବଳକୁ ବେଶ ମଜଭୁତ କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ