ETV Bharat / sports

ଜାନୁଆରୀ 27ରୁ ଜାତୀୟ ବରଫ ହକି ଟୁର୍ଣ୍ଣାମେଣ୍ଟ

author img

By

Published : Dec 25, 2020, 9:52 PM IST

ଜାନୁଆରୀ 27ରୁ ଆରମ୍ଭ ହେବ 20 ବର୍ଷରୁ କମ ଜାତୀୟ ବରଫ ହକି ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ...

National U-20 ice hockey tournament to begin on Jan 27 in Kaza
ଜାନୁଆରୀ 27ରୁ ଜାତୀୟ ବରଫ ହକି ଟୁର୍ଣ୍ଣାମେଣ୍ଟ

ହିମାଚଳ ପ୍ରଦେଶ: ଜାନୁଆରୀ 27ରୁ ଆରମ୍ଭ ହେବ 20 ବର୍ଷରୁ କମ ଜାତୀୟ ବରଫ ହକି ଟୁର୍ଣ୍ଣାମେଣ୍ଟ । କାଜା, ଲାହୌଲ ଓ ସ୍ପିତି ଜିଲ୍ଲାରେ ଟୁର୍ଣ୍ଣାମେଣ୍ଟର ସବୁମ୍ୟାଚ ଖେଳାଯିବ । ଏନେଇ ଭାରତୀୟ ବରଫ ହକି ସଂଘର ସାଧାରଣ ସମ୍ପାଦକ ହରଜିନ୍ଦର ସିଂହ ଜିନ୍ଦି ସୂଚନା ଦେଇଛନ୍ତି ।

ବରଫ ହକି ରିଙ୍କରେ ଦ୍ବିତୀୟ ଥର ପାଇଁ ଅଭ୍ୟାସ ଆରମ୍ଭ ହୋଇସାରିଛି । ପ୍ରାୟ 3720 ମିଟରରେ ନିର୍ମିତ ହିମାଚଳର ସର୍ବଶ୍ରେଷ୍ଠ ରିଙ୍କ୍ ରେ ଅଭ୍ୟାସ ଆରମ୍ଭ ହୋଇଛି । ବରଫ ହକି କୋଚିଂ କ୍ୟାମ୍ପ ଓ ଟୁର୍ଣ୍ଣାମେଣ୍ଟ ଗୁରୁବାର କାଜା ସବ-ଡିଭିଜିନର ଲାହୌନ ସ୍ପିତିରେ ଘୋଷଣା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.