ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଋଷିଆକୁ ପରାସ୍ତ କରି ଟୋକିଓ ଟିକେଟର ନିକଟତର ହୋଇଛି । ତେବେ ଏହି ମ୍ୟାଚରେ ଆହତ ବରୁଣଙ୍କ ସ୍ଥାନରେ ଦଳ ପକ୍ଷରୁ ବୀରେନ୍ଦ୍ର ଲାକ୍ରା ଟିମରେ ସାମିଲ ହୋଇଥିଲେ । ଟିମର ବିଜୟ ପରେ ସେ କହିଛନ୍ତି ଯେ, ବିଜୟରୁ ଆରମ୍ଭ ହୋଇଛି କିନ୍ତୁ 2ୟ ମ୍ୟାଚରେ ଏବେ ଫୋକସ କରିବାକୁ ପଡିବ।
-
Won't relax till the final whistle, local lad Birendra Lakra says! Game on, tomorrow! #RoadToTokyo #OdishaForSports #Tokyo2020 pic.twitter.com/9xdZLCqPUq
— Odisha Sports (@sports_odisha) November 1, 2019 " class="align-text-top noRightClick twitterSection" data="
">Won't relax till the final whistle, local lad Birendra Lakra says! Game on, tomorrow! #RoadToTokyo #OdishaForSports #Tokyo2020 pic.twitter.com/9xdZLCqPUq
— Odisha Sports (@sports_odisha) November 1, 2019Won't relax till the final whistle, local lad Birendra Lakra says! Game on, tomorrow! #RoadToTokyo #OdishaForSports #Tokyo2020 pic.twitter.com/9xdZLCqPUq
— Odisha Sports (@sports_odisha) November 1, 2019
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ଆରମ୍ଭର 60ମିନିଟ ନିଜର ବେଷ୍ଟ ଦେଇ ଖେଳିବାକୁ ପଡିବ। ବିପକ୍ଷ ଦଳ ଋଷିଆ ବି ଭଲ ଖେଳୁଛି। ଅନ୍ତିମ ଫଳାଫଳ ନ ଆସିବା ଯାଏଁ ଆରାମ କରି ପାରିବୁ ନାହିଁ ।