ETV Bharat / sports

Tokyo Olympics, Day 2: ହକି-ନ୍ୟୁଜିଲାଣ୍ଡକୁ 3-2ରେ ହରାଇଲା ଭାରତ - ହକି ଟିମ ଇଣ୍ଡିଆ

ମ୍ୟାଚ୍‌ର 26ତମ ଓ 33ତମ ମିନିଟରେ ହରମନପ୍ରୀତ ସିଂହ ଓ 10ମ ମିନିଟରେ ରୁପିନ୍ଦର ପାଲ୍‌ ଦମଦାର ଗୋଲ୍‌ କରିଥିଲେ । ଅଧିକ ପଢନ୍ତୁ...

Tokyo Olympics, Day 2: India beat New Zealand 3-2
Tokyo Olympics, Day 2: ହକି- ନ୍ୟୁଜିଲାଣ୍ଡିକୁ 3-2ରେ ହରାଇଲା ଭାରତ
author img

By

Published : Jul 24, 2021, 9:08 AM IST

ଟୋକିଓ: ଦମଦାର ବିଜୟରୁ ଅଲମ୍ପିକ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ । ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳିବା ସହ ପୁଲ ଏ'ର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ 3-2ରେ ହରାଇଛି ଭାରତ ।

ମ୍ୟାଚ୍‌ର 26ତମ ଓ 33ତମ ମିନିଟରେ ହରମନପ୍ରୀତ ସିଂହ ଓ 10ମ ମିନିଟରେ 8ଥରର ପୂର୍ବ ଚମ୍ପିଆନ ଭାରତୀୟ ଟିମ ପାଇଁ ରୁପିନ୍ଦର ପାଲ୍‌ ଦମଦାଲ ଗୋଲ୍‌ କରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ କେନ ରସେଲ ଓ ଷ୍ଟିଫେନ ଜେନେସ 10ମ ମିନିଟରେ ଗୋଲ୍‌ କରିଥିଲେ । ମାତ୍ର ଟିମକୁ ପରାଜୟରୁ ରକ୍ଷା କରିପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.