ETV Bharat / sports

ଆଜଲାନ ଶାହ କପ: ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ, ଫାଇନାଲରେ ପରାସ୍ତ - Sultan Azlan Shah Cup

ଆଜଲାନ ଶାହ କପ ଫାଇନାଲରେ ସୁଟଆଉଟ ରାଉଣ୍ଡରେ ଦକ୍ଷିଣ କୋରିଆଠାରୁ ୨-୪ରେ ହାରି ରନର୍ସଅପ୍ ହୋଇଛି ଭାରତ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @hockeyindia
author img

By

Published : Mar 30, 2019, 11:35 PM IST

ଇପୋ (ମାଲେସିୟା): ଲାଗିଲା ବିଜୟ ଧାରାରରେ ବ୍ରେକ । ସେ ପୁଣି ଫାଇନାଲରେ । ଲଗାତାର ବିଜୟ ବାନା ଉଡାଇ ଆସୁଥିବା ଭାରତୀୟ ଦଳ ଶେଷ ମୋଡରେ ଆସି ପରାଜୟର ସ୍ବାଦ ଚାଖିଛି । ଶନିବାର ଆଜଲାନ ଶାହ କପ ଫାଇନାଲରେ ସୁଟଆଉଟ ରାଉଣ୍ଡରେ ଦକ୍ଷିଣ କୋରିଆଠାରୁ ୨-୪ରେ ହାରି ରନର୍ସଅପ୍ ହୋଇଛି ଭାରତ ।

hockey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @hockeyindia

ତେବେ ଆଜି ଖେଳାଯାଇଥିବା ଫାଇନାଲ ମୁକାବିଲା ଖୁବ ରୋମାଞ୍ଚକର । 5ଥର ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ଭାରତ ବିପକ୍ଷ କୋରିଆ ସହ ଗୋଲ ବରାବର କରି ସୁଟଆଉଟ ରାଉଣ୍ଡକୁ ଟାଣି ହୋଇଯାଇଥିଲା । ଆଉ ସୁଟଆଉଟ ରାଉଣ୍ଡରେ 2ଟି ସୁଯୋଗର ହାତ ଛଡା କରି ଶେଷରେ ବିଜେତା ହେବାର ଭାଗ୍ୟ ହରାଇ ବସିଛି । ଅନ୍ୟପକ୍ଷରେ କୋରିଆ ୯ ବର୍ଷ ପରେ ଏଠାରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି।

ତେବେ ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ ଦେଇ ୧-୦ର ଅଗ୍ରଣୀ ହାସଲ କରିଥିଲା। ମ୍ୟାଚର ନବମ ମିନିଟରେ ସିମରନଜିତ ସିଂହ ଫିଲ୍ଡ ଗୋଲ ଦ୍ୱାରା ଭାରତକୁ ଏହି ସଫଳତା ଦେଇଥିଲେ । ଭାରତ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଏହି ଅଗ୍ରଣୀ ବଜାୟ ରଖିଥିଲା । ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ କୋରିଆ ଗୋଲ ପରିଶୋଧ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା। କୋରିଆର ଜାଙ୍ଗ ଜଙ୍ଗ-ହ୍ୟୁନ୍ ୪୭ତମ ମିନିଟରେ ଏହି ଗୋଲଟି ଦେଇଥିଲେ। ଶେଷରେ ମ୍ୟାଚ 1-1ରେ ଡ୍ର୍ ହୋଇଯାଇଥିଲା । ପରେ ସୁଟଆଉଟ ରାଉଣ୍ଡ ଖେଳାଯାଇଥିଲା ।

hockey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @hockeyindia

ସୁଟଆଉଟରେ କୋରିଆ ପକ୍ଷରୁ ଜି ଉ-ଚିଅନ୍, ଲି ଜଙ୍ଗ-ଜୁନ୍, ଜଙ୍ଗ ମାନ୍-ଜାଇ ଓ ଲି ନାମ-ୟଙ୍ଗ ଗୋଲ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ବୀରେନ୍ଦ୍ର ଲାକ୍ରା ଓ ବରୁନ୍ କୁମାର ଗୋଲ ଦେଇଥିଲେ। ତେବେ ଭାରତର ସୁମିତ ଓ ସୁମିତ୍ କୁମାର ଗୋଲ ଦେବାରେ ବିଫଳ ହୋଇଥିଲା, ଯାହା ଦଳ ପାଇଁ ମହଙ୍ଗା ପଡ଼ିଥିଲା।

 Slug,, election preparation , pkg, Puri , 13.3.19

Anchor,, , ବାଜିଛି ନିର୍ବାଚନ ବିଗୁଲ । ରାଜ୍ୟରେ ଏକ ସଙ୍ଗେ ବିଧାନସଭା ଓ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ରାଜ୍ୟର ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି ଐତିହ ଓ ପର୍ଯ୍ୟଟନ ସହର ପୁରୀ। ପୁରୀ ସଦର ନିର୍ବାଚନ ମଣ୍ଡଳୀ କୁ ନିଜ କବଜା କୁ ନେବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି କଂଗ୍ରେସ ,ବିଜେପି ସଜ ବାଜ ହୋଇ ପ୍ରସ୍ତୁତ ହେଲେଣି। ନିଜ ନିଜ ଦଳ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତିନେତା।

Vo1,, ପୁରୀ ପୌରପାଳିକା 32 ଟି ୱାର୍ଡ ଓ ପୁରୀ ସଦର , ଗୋପ ବ୍ଲକ ର 26 ଟି ପଞ୍ଚୟତ କୁ ନେଇ ଗଠିତ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀ ର ଭୋଟର ସଂଖ୍ୟା 2ଲକ୍ଷ 39 ହଜାର 454 । ଏ ମାନଙ୍କ ଭିତରେ 1 ଲକ୍ଷ 22 ହଜାର 615 ପୁରୁଷ ଓ 1 ଲକ୍ଷ 12 ହଜାର 35 ଜଣ ମହିଳା , 88 ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଏପ୍ରିଲ 23 ତାରିଖରେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ତୃତୀୟ ପର୍ଯ୍ୟାୟ ରେ ମତଦାନ ହେବ। ଏଥି ପାଇଁ ମାର୍ଚ୍ଚ 28 ରୁ ପ୍ରାର୍ଥୀପତ୍ର ଦାଖଲ ହୋଇ ଏପ୍ରିଲ 4 ରେ ସରିବ । ତେବେ ଏବେ ଠାରୁ ପ୍ରସ୍ତୁତ ତିନି ପ୍ରମୁଖ ରାଜନୈତିକ ଦଳ। ବିଜେଡି ର ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ ଏହି ନିର୍ବାଚନ ମଣ୍ଡଳୀ ରେ ନବୀନ ସରକାର ଙ୍କ ଲୋକୋ ପ୍ରିୟ ଜନ କଲ୍ୟାଣ କାରୀ ଯୋଜନା କୁ ପାଥେୟ କରି ବିଜେଡି ସୁନିଶ୍ଚିତ ଜିତିବ ବୋଲି କହିଛନ୍ତି ବିଜେଡି ନେତା।

ବାଇଟ ,,1, ଶୁଭାଶିଷ ଖୁଣ୍ଟିଆ, ସମ୍ପାଦକ , ରାଜ୍ୟ ବିଜେଡି

Vo2,, ଅନ୍ୟପଟେ ବିଜେଡି କୁ କାଉଣ୍ଟର ଆଟାକ ପାଇଁ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରସ ଓ ବିଜେପି ମଧ୍ୟ ପ୍ରସ୍ତୁତ। ଦୀର୍ଘ20 ବର୍ଷ ଧରି କ୍ଷମତା ରେ ଥିବା ବିଜେଡି ନିର୍ବାଚନ ମଣ୍ଡଳୀ ରେ ଆଖି ଦୃଶିଆ ବିକାଶ କରିପାରି ନାହାଁନ୍ତି। 19 ବର୍ଷ ସରକାର ର ବିଫଳତା ସହ 1980 ତୁ 84 ମଧ୍ୟରେ କଂଗ୍ରେସ ସରକାର ପୁରୀ ସହର ପ୍ରତି କରିଥିବା ଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ କଂଗ୍ରେସ ଲୋକୋ ଙ୍କ ପାଖକୁ ଯିବ ଓ ଭୋଟର କଂଗ୍ରସ କୁ ଏଥର ଜିତାଇବେ ବୋଲି ଦଳ କହିଛି। ସେହିପରି କେନ୍ଦ୍ରରେ ନେତୃତ୍ୱ ଧୀନ ମୋଦି ସରକାର ଙ୍କ ସମସ୍ତ ଜନ କଲ୍ୟାଣ କାରୀ ଯୋଜନା, ରାଜ୍ୟ ସରକାର ଙ୍କ ଅପାରଗତା , ସ୍ୱାସ୍ଥ୍ୟ ସମସ୍ୟା ଆଦି କୁ ପ୍ରମୁଖ ପ୍ରସଂଗ କରି ବିଜେପି ମଧ୍ୟ ଭୋଟର ଙ୍କ ପାଖକୁ ଯିବ ଓ ନିର୍ବାଚନ ରେ  ବିଜେପି ଜିତାପଟ ହାସଲ କରିବ ବୋଲୀ କହିଛି।

ବାଇଟ ,,2,, ବିନାୟକ ଦାସ ମହାପାତ୍ର ,, ବରିଷ୍ଠ କଂଗ୍ରେସ ନେତା
ବାଇଟି,,3,, ଭବାନୀ ଦାସ ମହାପାତ୍ର ,, ବିଜେପି ନେତା

Fvo,, ଏହି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଙ୍କ ନାମରେ ଦଳୀୟ ମୋହର ଲାଗି ନ ଥିଲେ ମଧ୍ୟ ତିନି ଦଳ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓଲ୍ହାଇବାକୁ ପ୍ରସ୍ତୁତ ହେଲେଣି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଜୁଆଲ ବାଇଟ ଯାଇଛି ଏହି pkg ର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.