ETV Bharat / sports

ରେଭେନ୍ସା ବିଶ୍ବବିଦ୍ୟାଳୟ ହୋଷ୍ଟ କରିବ ଇଣ୍ଟର ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ - ରେଭେନ୍ସା ବିଶ୍ବବିଦ୍ୟାଳୟ

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ମୋଟ 60ଟି ୟୁନିଭରସିଟି ଭାଗ ନେଉଥିବାବେଳେ ଓଡିଶାରୁ ମୋଟ 12ଟି ୟୁନିଭରସିଟି ଅଂଶ ଗ୍ରହଣ କରିବେ ।

ravenshaw
author img

By

Published : Nov 1, 2019, 3:49 PM IST

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଖେଳାଯିବ ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତା 2 ତାରିଖରୁ ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ 60ଟି ୟୁନିଭରସିଟି ଏହି ମେଗା ପ୍ରତିଯୋଗିତାରେ ଭାଗ ନେବେ ।

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡିଶାରୁ ସମୁଦାୟ 12ଟି ୟୁନିଭରସିଟି ଭାଗନେବେ । ସମସ୍ତଙ୍କ ମଧ୍ୟରୁ ଉତ୍କଳ ୟୁନିଭରସିଟିର ପ୍ରଦର୍ଶନ ବେଶ ଭଲ ରହିଛି । ତାହା ଛଡ଼ା ରେଭେନ୍ସା ଓ ସମ୍ବଲପୁର ୟୁନିଭରସିଟିର ମଧ୍ୟ ପ୍ରଦର୍ଶନ ଭଲ ରହିଛି । ଗତବର୍ଷ ଚମ୍ପିଆନ ହୋଇଥିବା କଲ୍ୟାଣୀ ୟୁନିଭରସିଟି ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଉଛି । ଯାହା ସବୁ ଟିମ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ତେବେ ସମସ୍ତ ଫୁଟବଲ ମ୍ୟାଚ କଟକର 4ଟି ଗ୍ରାଉଣ୍ଡରେ ଖେଳାଯିବ ।

ତେବେ ଏହି କ୍ରୀଡା ମାଧ୍ୟମରେ ରେଭେନ୍ସାର ମାନ ବେଶ ବୃଦ୍ଧି ପାଇବ । କାରଣ ଅନେକ ରାଜ୍ୟର ଖେଳାଳି ଆସିବେ ସେମାନେ ଏଠାକାର ପରିବେଶ ଦେଖିବେ ଯାହା ତାଙ୍କୁ ନିଶ୍ଚିତ ଆନନ୍ଦ ପ୍ରଦାନ କରିବ ବୋଲି କହିଛନ୍ତି ରେଭେନ୍ସା ୟୁନିଭରସିଟି କୁଳପତି ଇଶାନ କୁମାର ପାତ୍ର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରେଭେନ୍ସା ବିଶ୍ୱ ବିଦ୍ୟାଳୟ ରେ ଖେଳାଯିବ ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗୀତା 2 ତାରିଖ ରୁ ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ 60 ଟି ୟୁନିଭରସିଟି ଏହି ମେଗା ପ୍ରତିଯୋଗୀତା ରେ ଭାଗ ନେବେ ।

ଓଡିଶା ରୁ ସମୁଦାୟ 12ଟି ୟୁନିଭରସିଟି ଭାଗନେବେ । ସମସ୍ତଙ୍କ ମଧ୍ୟରୁ ଉତ୍କଳ ୟୁନିଭରସିଟି ର ପଦର୍ଶନ ବେଶ ଭଲ ରହିଛି । ତାହା ଛଡ଼ା ରେଭେନ୍ସା ଓ ସମ୍ବଲପୁର ୟୁନିଭରସିଟି ର ମଧ୍ୟ ପଦର୍ଶନ ଭଲ ରହିଛି । ଗତ ବର୍ଷ ଚାମ୍ପିୟନ ହୋଇଥିବା କଲ୍ୟାଣି ୟୁନିଭରସିଟି ମଧ୍ୟ ଏହି ପ୍ରତିଯୋଗୀତା ରେ ଭାଗ ନେଉଛି । ଯାହା ସବୁ ଟିମ ପାଇଁ ଏକ ଚ୍ୟାଲେଞ୍ଜ ହେବ ।ସମସ୍ତ ଫୁଟବଲ ମ୍ୟାଚ କଟକ ର 4 ଟି ଗ୍ରାଉଣ୍ଡ ରେ ଖେଳାଯିବ ।

ତେବେ ଏହି କ୍ରୀଡ଼ା ମାଧ୍ୟମରେ ରେଭେନ୍ସା ର ମାନ ବେଶ ବୃଦ୍ଧି ପାଇବ । କାରଣ ଅନେକ ରାଜ୍ୟ ର ଖେଳାଳି ଆସିବେ ସେମାନେ ଏଠାକାର ପରିବେଶ ଦେଖିବେ ଯାହା ତାଙ୍କୁ ନିଶ୍ଚିତ ଆନନ୍ଦ ପ୍ରଦାନ କରିବ ବୋଲି କହିଛନ୍ତି ରେଭେନ୍ସା ୟୁନିଭରସିଟି କୁଳପତି ଇସାନ କୁମାର ପାତ୍ର ।

Body:ବାଇଟ: ଇସାନ କୁମାର ପାତ୍ର( କୁଳପତି ରେଭେନ୍ସା)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.