ETV Bharat / sports

ପ୍ରିମିୟର ଲିଗ: ନୱରିଚ ବିପକ୍ଷରେ 3-0 ଗୋଲରେ ବିଜୟୀ ସାଉଥାମ୍ପଟନ - Southampton trounce Norwich

ମ୍ୟାଚର 49ତମ ଇଂନିସରେ ସାଉଥାମ୍ପଟନ ପକ୍ଷରଲୁ ପ୍ରଥମ ଗୋଲ କରିଥିଲେ ଡେନି ଇଙ୍ଗସ । ଏହାପରେ 54ତମ ମିନିଟରେ ଆର୍ମଷ୍ଟ୍ରଙ୍ଗ ଦ୍ବିତୀୟ ଗୋଲ କରିଥିଲେ ।

Premier Liague: Southampton trounce Norwich city by 3-0
ପ୍ରିମିୟର ଲିଗ: ନୱରିଚ ବିପକ୍ଷରେ 3-0ଗୋଲରେ ବିଜୟୀ ସାଉଥାମ୍ପଟନ
author img

By

Published : Jun 20, 2020, 8:04 PM IST

ନୱରିଚ: ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଇଂଲିସ ଫୁଟବଲ ପ୍ରିମିୟର ଲିଗ । ବିଜୟରୁ 2019-20 ସିଜିନର ଅଭିଯାନ ଆରମ୍ଭ କରିଛି ସାଉଥାମ୍ପଟନ । ନୱରିଚ କ୍ଳବକୁ 3-0 ଗୋଲରେ ହରାଇ ଏକତରଫା ବିଜୟ ହାସଲ କରିଛି ।

Premier Liague: Southampton trounce Norwich city by 3-0
ପ୍ରିମିୟର ଲିଗ: ନୱରିଚ ବିପକ୍ଷରେ 3-0ଗୋଲରେ ବିଜୟୀ ସାଉଥାମ୍ପଟନ

ମ୍ୟାଚର 49ତମ ଇଂନିସରେ ସାଉଥାମ୍ପଟନ ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଡେନି ଇଙ୍ଗସ । ଏହାପରେ 54ତମ ମିନିଟରେ ଆର୍ମଷ୍ଟ୍ରଙ୍ଗ ଦ୍ବିତୀୟ ଗୋଲ କରିଥିଲେ । ଫଳରେ 2-0ରେ ସାଉଥାମ୍ପଟନ ଆଗୁଆ ହୋଇଥିଲା । ନୱରିଚ ଏକାଧିକ ବାର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ, ଗୋଲରେ ପରିଣତ କରିପାରିନଥିଲା । ଶେଷ ପର୍ଯ୍ୟନ୍ତ ପ୍ରଭାବି ପ୍ରଦର୍ଶନ ଜାରି ରଖି ସାଉଥାମ୍ପଟନ ବିଜୟୀ ହୋଇଥିଲା । କ୍ଳବ ପକ୍ଷରୁ ମ୍ୟାଚର 79ତମ ମିନିଟରେ ସେଣ୍ଟସ ଡ୍ରିୟୁ 3ୟ ଗୋଲ କରିଥିଲେ ।

ଜୁନ 25ରେ ସାଉଥାମ୍ପଟନ ପରବର୍ତ୍ତୀ ମୁକାବିଲାରେ ଆର୍ସେନାଲକୁ ଭେଟିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.