ETV Bharat / sports

କିମ୍ବଦନ୍ତୀ ଫୁଟବଲ ଖେଳାଳି ସେଣ୍ଟ୍‌ ଜନଙ୍କ ପରଲୋକ

ଇଂଲିସ ପ୍ରିମିୟର ଲିଗ(ଇପିଏଲ) ବର୍ତ୍ତମାନର ଚମ୍ପିଆନ ଲିଭରପୁଲର ଭେଟେରାନ ଫରୱାର୍ଡ ଇଆନ ସେଣ୍ଟ ଜନ୍‌ ଦୀର୍ଘ ଦିନର ଅସୁସ୍ଥତା ପରେ 82 ବର୍ଷ ବୟସରେ ନିଧନ । ଅଧିକ ପଢନ୍ତୁ...

Legendary footballer St. John dies at age 82
କିମ୍ବଦନ୍ତୀ ଫୁଟବଲ ଖେଳାଳି ସେଣ୍ଟ୍‌ ଜନଙ୍କ ପରଲୋକ
author img

By

Published : Mar 2, 2021, 10:27 PM IST

ଲଣ୍ଡନ: ଇଂଲିସ ପ୍ରିମିୟର ଲିଗ(ଇପିଏଲ) ବର୍ତ୍ତମାନର ଚମ୍ପିଆନ ଲିଭରପୁଲର ଭେଟେରାନ ଫରୱାର୍ଡ ଇଆନ ସେଣ୍ଟ ଜନ୍‌ ଦୀର୍ଘ ଦିନର ଅସୁସ୍ଥତା ପରେ 82 ବର୍ଷ ବୟସରେ ନିଧନ ହୋଇଛି ।

  • We are deeply saddened by the passing of a true Anfield legend, Ian St John.

    The thoughts of everyone at Liverpool Football Club are with Ian's family and friends at this sad and difficult time.

    Rest in peace, Ian St John 1938-2021.

    — Liverpool FC (@LFC) March 2, 2021 " class="align-text-top noRightClick twitterSection" data=" ">

ସ୍କଟଲାଣ୍ଡର ପୂର୍ବତନ ଫରୱାର୍ଡ ସେଣ୍ଟ୍‌ ଜନ୍‌ ଲିଭରପୁଲ ପାଇଁ 425 ମ୍ୟାଚ ଖେଳିଥିଲେ । ଏହା ମଧ୍ୟରେ 118ଟି ଗୋଲ୍‌ ସାମିଲ ରହିଛି ।

ବର୍ଷ 1961ରେ ଘରୋଇ ଟିମ ମଦରୱେଲରୁ ଲିଭରପୁଲରେ ସାମିଲ ହୋଇଥିଲେ ଓ ଦୁଇଟି ଶୀର୍ଷ ଟାଇଟେଲ ବିଜେତା ହୋଇଥିଲେ ।

1965ରେ ପ୍ରଥମ ଥର ଏଫଏ କପ ବିଜେତା ଟିମର ସଦସ୍ୟ ରହିଥିଲେ । ସ୍କଟଲାଣ୍ଟ ପକ୍ଷରୁ ମଧ୍ୟ ସେ ଖେଳିଛନ୍ତି । ଜନ୍‌ଙ୍କ ମୃତ୍ୟୁରେ ଲିଭରପୁଲ ଗଭୀର ଶୋକବ୍ୟକ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.