ETV Bharat / sports

ସିରିଏ ଏ: ଜୁଭେଣ୍ଟସ ସାସଉଲୋ ମ୍ୟାଚ 3-3 ଡ୍ରରେ ଶେଷ - ସିରିଏ ଏ ଟୁର୍ଣ୍ଣାମେଣ୍ଟ

କ୍ରମାଗତ 3ଟି ମ୍ୟାଚରେ ଜୁଭେଣ୍ଟସ ବିଜୟ ଶୂନ୍ୟ ରହିଛି । ଚଳିତ ସିରିଏ ଏ ଟୁର୍ଣ୍ଣାମେଣ୍ଟରେ ସାସଉଲୋ ବିପକ୍ଷ ମ୍ୟାଚ 3-3 ଡ୍ରରେ ଶେଷ ହୋଇଛି ।

Juventus miss chance to go nine points clear with nervy Sassuolo draw
ସିରିଏ ଏ: ଜୁଭେଣ୍ଟସ ସାସଉଲୋ ମ୍ୟାଚ 3-3 ଡ୍ରରେ ଶେ
author img

By

Published : Jul 16, 2020, 3:53 PM IST

ମିଲନ: କ୍ରମାଗତ 3ଟି ମ୍ୟାଚରେ ଜୁଭେଣ୍ଟସ ବିଜୟ ଶୂନ୍ୟ ରହିଛି । ଚଳିତ ସିରିଏ ଏ ଟୁର୍ଣ୍ଣାମେଣ୍ଟରେ ସାସଉଲୋ ବିପକ୍ଷ ମ୍ୟାଚ 3-3 ଡ୍ରରେ ଶେଷ ହୋଇଛି । ତେବେ ଏହି ମ୍ୟାଚର ଫଳାଫଳ କ୍ରମାଗତ 9ମ ଥର ପାଇଁ ସିରିଏ ଏ ଟାଇଟେଲ ବିଜୟୀ ହେବାକୁ ଯାଉଥିବା ଜୁଭେଣ୍ଟସ ଉପରେ ପ୍ରଭାବ ପଡିବାର ସମ୍ଭାବନା ନାହିଁ ।

ପୂର୍ବରୁ ଜୁଭେଣ୍ଟସକୁ ଏସି ମିଲନ ବିପକ୍ଷରେ 4-2 ଗୋଲରେ ପରାଜୟ, ଆଟଲାଣ୍ଟା ବିପକ୍ଷରେ 2-2 ଗୋଲରେ ଡ୍ର ମିଳିଥିଲା।

ପଏଣ୍ଟ ତାଲିକାର ଶୀର୍ଷରେ ରହିବା ସହ ଆଟଲାଣ୍ଟା ଠାରୁ 7 ପଏଣ୍ଟ ଆଗରେ ରହିଛନ୍ତି ଜୁଭେଣ୍ଟସ । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ବ୍ରେସିଆଆକୁ 6-2ରେ ହରାଇଥିଲା ଆଟଲାଣ୍ଟା । ଆଉ 5ଟି ମ୍ୟାଚ ବାକିଥିବାବେଳେ, ଲେଜିଓ ଠାରୁ 8ପଏଣ୍ଟ ଆଗରେ ରହିଛି । ଅନ୍ୟପଟେ 4ର୍ଥ ସ୍ଥାନରେ ଥିବା ଇଣ୍ଟର ମିଲନ ଜୁଭେଣ୍ଟସ ଠାରୁ 9 ପଏଣ୍ଟ ପଛରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.