ETV Bharat / sports

ଚମ୍ପିଆନ୍ସ ଲିଗ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଜୁଭେଣ୍ଟାସ ବିଜୟୀ

author img

By

Published : Mar 9, 2019, 5:25 PM IST

ଆଟଲେଟିକୋ ସହ ପ୍ରଥମ ଚରଣରେ 2-0ରେ ପରାସ୍ତ ହୋଇଥିବା ଜୁଭେଣ୍ଟାସ ଦ୍ବିତୀୟ ଚରଣରେ ବିଜୟ ନେଇ ଆଶାବାଦୀ ଅଛି । ଘରୋଇ ପଡିଆରେ ଏହା ଖେଳାଯିବାକୁ ଥିବାରୁ ଏଥିପାଇଁ ଦଳ ଉଦ୍ୟମ କରିବ ବୋଲି ମୁଖ୍ୟ କୋଚ କହିଛନ୍ତି ।

ଫାଇଲ ଫଟୋ

ତୁରିନ: ଏଠାରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚରେ ଜୁଭେଣ୍ଟାସ ବିଜୟୀ ହୋଇଛି । ଉଡିନେସକୁ 4-1 ଗୋଲରେ ହରାଇ ଏହି ବିଜୟ ହାସଲ କରିଛି ଜୁଭେଣ୍ଟାସ । ଆସନ୍ତା ସପ୍ତାହରେ ଆଟଲେଟିକୋ ମାଦ୍ରିଦ ସହ ଚମ୍ପିଆନ୍ସ ଲିଗ ମ୍ୟାଚ ଥିବାବେଳେ ଏହି ବିଜୟ ଦଳର ମନୋବଳ ବଢାଇବ ।

ଏହି ମ୍ୟାଚରେ ଦଳର ଷ୍ଟାର ଖେଳାଳି ତଥା ପର୍ତ୍ତୁଗାଲ ଷ୍ଟାର ଖ୍ରିଷ୍ଟିଆନ ରୋନାଲଡୋ ଖେଳିନଥିଲେ । ସିରିୟା ଲିଗରେ ଦଳ ଏବେ ଲିଡ କରୁଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ନପୋଲି ଠାରୁ 19 ପଏଣ୍ଟ ଆଗରେ ରହିଛି । ଆସନ୍ତା ସପ୍ତାହରେ ଚମ୍ପିଆନ୍ସ ଲିଗ ମ୍ୟାଚ ପାଇଁ ଦଳ ଏବେଠାରୁ ପ୍ରସ୍ତୁତି କରୁଥିବାବେଳେ ଏହି ମ୍ୟାଚରେ ନିଜର ବେଞ୍ଚ ଟେଷ୍ଟ କରିଥିଲା ।

ଆଟଲେଟିକୋ ସହ ପ୍ରଥମ ଚରଣରେ 2-0ରେ ପରାସ୍ତ ହୋଇଥିବା ଜୁଭେଣ୍ଟାସ ଦ୍ବିତୀୟ ଚରଣରେ ବିଜୟ ନେଇ ଆଶାବାଦୀ ଅଛି । ଘରୋଇ ପଡିଆରେ ଏହା ଖେଳାଯିବାକୁ ଥିବାରୁ ଏଥିପାଇଁ ଦଳ ଉଦ୍ୟମ କରିବ ବୋଲି ମୁଖ୍ୟ କୋଚ କହିଛନ୍ତି । ଏହା ଜିତିଲେ କ୍ଲବ ଚମ୍ପିଆନ୍ସ ଲିଗର କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବ ।

ଏହି ମ୍ୟାଚରେ ନିଜର ଷ୍ଟାର ପ୍ଲେୟାରଙ୍କୁ ବିଶ୍ରାମ ଦେଇଥିଲା ଜୁଭେଣ୍ଟାସ । ଯୁବ ଖେଳାଳି ଏହାର ସଦୁପଯୋଗ କରିବା ସହ ଚତ୍ମକାର ପ୍ରଦର୍ଶନ କରିଥିଲେ । ବିଜୟ ପରେ କୋଚ ଆସନ୍ତା ଚମ୍ପିଆନ୍ସ ଲିଗରେ ବିଜୟ ନେଇ ଆଶାବାଦୀ ଥିବା କହିଛନ୍ତି । ତେବେ ସିରିଆ ଲିଗରେ ଏବେ ଦଳ ପ୍ରଥମ ସ୍ଥାନରେ ରହିଛି । 24ଟି ବିଜୟ ଏବଂ 3ଟି ଡ୍ର ସହ ମୋଟ 75 ପଏଣ୍ଟ ପାଇ ଲଗାତାର 8 ଥର ପାଇଁ ଏହା ସିରିଆ ଟାଇଟେଲ ଜିତିବାକୁ ଉଦ୍ୟମ କରିବ ।

AP Video Delivery Log - 1000 GMT News
Friday, 8 March, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-0952: Russia Women's Day Putin AP Clients Only 4199811
Russian President congratulates women
AP-APTN-0948: Syria IS Baghouz No access by BBC, ITN (Including Channel 4 And 5), Al Jazeera, Bloomberg 4199810
Last IS stronghold ravaged by bombing
AP-APTN-0938: South Korea US Defense AP Clients Only 4199808
SKorea-US deal: Seoul pays more for US military
AP-APTN-0929: US IL Hotel Shooting PART: Must Credit ABC Chicago 7, No Access Chicago/ PART: Must Credit WICS, No Access Springfield, Ill./ ALL: No Use US Broadcast Networks 4199807
Suspect in Illinois deputy shooting death arrested
AP-APTN-0916: China Diplomacy 2 AP Clients Only 4199805
Wang: Hanoi summit helped nuclear issue in Korea
AP-APTN-0907: Philippines Women's Day AP Clients Only 4199802
Protesters call Duterte to respect women's rights
AP-APTN-0856: South Korea Women's Day AP Clients Only 4199801
Students call for women's rights improvements
AP-APTN-0845: APQA08032019PLEASEIGNORE AP Clients Only 4199800
APQA08032019PLEASEIGNORE
AP-APTN-0824: Space SpaceX Undocking AP Clients Only 4199795
SpaceX capsule undocks from International Space Station
AP-APTN-0809: US CA Saudi App AP Clients Only 4199793
Google keeps Saudi app that limits travel by women
AP-APTN-0800: Russia Womens Rights AP Clients Only 4199794
Gender equality still a long way off in Russia
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.