ତୁରିନ: କୋରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଆଉ ଦୁଇ ଖେଳାଳି । ଜୁଭେଣ୍ଟସ ଷ୍ଟାର ଡାନିଏଲ ରୁଗାନି ଓ ବ୍ଳାସେ ମାତୁଇଦିଙ୍କ ରିପୋର୍ଟ ନେଗେଟିଭ ହୋଇଥିବା ଜଣାପଡିଛି ।

ପୂର୍ବରୁ ରିପୋର୍ଟ ପଜିଟିଭି ଆସିବାପରେ ଉଭୟ ଖେଳାଳି ଆଇସୋଲେସନରେ ରହିବା ସହ ଚିକିତ୍ସିତ ଥିଲେ । ଉଭୟ ଖେଳାଳିଙ୍କର 2ୟ ନମୁନା ନେଗଟିଭ ଆସିଛି । ପ୍ରଥମ ସିରିଏ ଏ ଖେଳାଳି ଭାବେ COVID-19 ସଂକ୍ରମଣର ଶୀକାର ହୋଇଥିଲେ ରୁଗାନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ