ETV Bharat / sports

ISL-7, ସେମିଫାଇନାଲ: ମୁମ୍ବାଇ ସିଟି-ଏଫ୍‌ସି ଗୋଆ ମ୍ୟାଚ ଡ୍ର

author img

By

Published : Mar 6, 2021, 10:27 AM IST

ମୁମ୍ବାଇ ସିଟି ଓ ଏଫ୍‌ସି ଗୋଆ ମଧ୍ୟରେ ପ୍ରଥମ ସେମିଫାଇନାଲର ପ୍ରଥମ ଚରଣ ମ୍ୟାଚ 2-2ରେ ସମାପ୍ତ ହୋଇଛି । ଉଭୟଙ୍କ ମଧ୍ୟରେ କଡାମୁକାବିଲା ଦେଖିବାକୁ ମିଳିଥିଲା ।

ISL-7, ସେମିଫାଇନାଲ: ମୁମ୍ବାଇ ସିଟି - ଏଫ୍‌ସି ଗୋଆ  ମ୍ୟାଚ ଡ୍ର

ପାଣାଜୀ: ଚଳିତ ଆଇଏସ୍‌ଏଲ୍‌ର ପ୍ଲେଅଫ୍‌ ମ୍ୟାଚ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ମୁମ୍ବାଇ ସିଟି ଓ ଏଫ୍‌ସି ଗୋଆ ମଧ୍ୟରେ ପ୍ରଥମ ସେମିଫାଇନାଲର ପ୍ରଥମ ଚରଣ ମ୍ୟାଚ 2-2ରେ ସମାପ୍ତ ହୋଇଛି । ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା ।

ଗୋଆ ପକ୍ଷରୁ ଇଗୋର 20ମିନିଟ୍‌ରେ ପ୍ରଥମ ଗୋଲ୍‌ କରିଥିଲେ ଏହାପରେ ମୁମ୍ବାଇର ହୁଗୋ 38ମିନିଟ୍‌ରେ ଗୋଆକୁ ଗୋଲ୍‌ ଦେଇ ସ୍କୋରକୁ ବରାବରକୁ ଆଣିଥିଲେ ।

ଏହାପରେ ଏଫ୍‌ସି ଗୋଆର ସାଭିୟର ଗାମା 59ମିନିଟ୍‌ରେ ମୁମ୍ବାଇ ଗୋଲ୍‌ପୋଷ୍ଟରେ ଗୋଲ୍‌ ମାରିବାପରେ 61ମିନିଟ୍‌ରେ ମୁମ୍ବାଇ ପକ୍ଷରୁ ମୌର୍ତାଦା ଫଲ 61 ମିନିଟ୍‌ରେ ଗୋଲ୍‌ କରି ସ୍କୋର 2-2କୁ ଆଣିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.